September 29, 2024

ପୋଲିସ ଗୁଳି ରେ ହାର୍ଦକୋର ମାଓବାଦୀ ନୀହତ…

Share

 

ଉମେରକୋଟ :-ଚଳିତ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ଜିଲ୍ଲା ପୋଲିସ ସମ୍ପୂର୍ଣ ସଜବାଜ ହୋଇରହିଥିବା ବେଳେ ମାଓ କାର୍ଯ୍ୟ କଳାପ ଉପରେ ତୀକ୍ଷ୍ମଣ ନଜର ଗଡ଼ାଇ ରଖିଛନ୍ତି l ବିଗତ ଦିନ ମାନଙ୍କରେ ମାଓବାଦୀ ମାନେ ବିଭିନ୍ନ ଅଘଟଣ ଘଟାଇ ଅଞ୍ଚଳ ରେ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ମାଓ ଗଡ଼ ଭାବେ ବେଶ ପରିଚିତ ଥିଲା ହେଲେ ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ ଅଲଗା ବିଗତ ୯ ତାରିଖ ଦିନ ଜିଲ୍ଲା ପୋଲିସ ର ଯବାନ ମାନେ ହାତୀଗାଁ ରିସର୍ଭ ଜଙ୍ଗଲ ରେ ଗସ୍ତ କରୁଥିବା ବେଳେ ମାଓବାଦୀ ଙ୍କ ସହ ସାମନା ସାମନି ହୋଇ ଥିଲା ମାଓବାଦୀ ଙ୍କ ତରଫରୁ ଗୁଳି କରାଯାଇଥିଲା ଜବାବ ରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଇବା ଫଳରେ ଜଣେ ମାଓବାଦୀ ନୀହତ ହୋଇ ଯାଇଥିଲେ ତଥା ଅନ୍ୟ ମାଓବାଦୀ ମାନେ ଛାତ୍ରଭଙ୍ଗ ଡେଇ ଘନ ଜଙ୍ଗଲ ମଧ୍ୟକୁ ପଳାଇଥିଲେ ମୃତ ମାଓବାଦୀ ପ୍ରାୟ ୩୫ପୋଲିସ ଗୁଳି ରେ ହାର୍ଦକୋର ମାଓ ବାଦୀ ନୀହତ
ଉମେରକୋଟ : ଚଳିତ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ଜିଲ୍ଲା ପୋଲିସ ସମ୍ପୂର୍ଣ ସଜବାଜ ହୋଇରହିଥିବା ବେଳେ ମାଓ କାର୍ଯ୍ୟ କଳାପ ଉପରେ ତୀକ୍ଷ୍ମଣ ନଜର ଗଡ଼ାଇ ରଖିଛନ୍ତି l ବିଗତ ଦିନ ମାନଙ୍କରେ ମାଓବାଦୀ ମାନେ ବିଭିନ୍ନ ଅଘଟଣ ଘଟାଇ ଅଞ୍ଚଳ ରେ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ମାଓ ଗଡ଼ ଭାବେ ବେଶ ପରିଚିତ ଥିଲା ହେଲେ ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ ଅଲଗା ବିଗତ 9 ତାରିଖ ଦିନ ଜିଲ୍ଲା ପୋଲିସ ର ଯବାନ ମାନେ ହାତୀଗାଁ ରିସର୍ଭ ଜଙ୍ଗଲ ରେ ଗସ୍ତ କରୁଥିବା ବେଳେ ମାଓବାଦୀ ଙ୍କ ସହ ସାମନା ସାମନି ହୋଇ ଥିଲା ମାଓବାଦୀ ଙ୍କ ତରଫରୁ ଗୁଳି firing କରାଯାଇଥିଲା ଜବାବ ରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଇବା ଫଳରେ ଜଣେ ମାଓବାଦୀ ନୀହତ ହୋଇ ଯାଇଥିଲେ ତଥା ଅନ୍ୟ ମାଓବାଦୀ ମାନେ ଛାତ୍ରଭଙ୍ଗ ଡେଇ ଘନ ଜଙ୍ଗଲ ମଧ୍ୟକୁ ପଳାଇଥିଲେ ମୃତ ମାଓବାଦୀ ପ୍ରାୟ 35 ବର୍ଷ ର ହେବ ଓ କଳା ଗଞ୍ଜି ଓ କଳା ପେଣ୍ଟ ପିନ୍ଧି ଥିବା ବେଳେ ବର୍ତମାନ ସୁଦ୍ଧା ନିହତ ମାଓବାଦୀ କେଉଁ ଅଂଚଳ ର ତାହା ଚି଼ହ୍ନଟ ହୋଇ ପାରିନାହିଁ ବର୍ତମାନ ଶବ କୁ ପୋଲିସ ନିଜ ହେପାଜତ ରେ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି ପରିବାର ପକ୍ଷ ରୁ ଏବେ ସୁଦ୍ଧା ଶବ କୁ ଚି଼ହ୍ନଟ କରାଯିବା ଅପେକ୍ଷା ରେ ଥିବା ସହ ଅଧିକ ତଥ୍ୟ ସଂଗ୍ରହ କରିବାରେ ରହିଥିବା କଥା ପୋଲିସ ପକ୍ଷରୁ ସୂଚନା ଦିଅ ଯାଇଛିବର୍ଷ ର ହେବ ଓ କଳା ଗଞ୍ଜି ଓ କଳା ପେଣ୍ଟ ପିନ୍ଧି ଥିବା ବେଳେ ବର୍ତମାନ ସୁଦ୍ଧା ନିହତ ମାଓବାଦୀ କେଉଁ ଅଂଚଳ ର ତାହା ଚି଼ହ୍ନଟ ହୋଇ ପାରିନାହିଁ ବର୍ତମାନ ଶବ କୁ ପୋଲିସ ନିଜ ହେପାଜତ ରେ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି ପରିବାର ପକ୍ଷ ରୁ ଏବେ ସୁଦ୍ଧା ଶବ କୁ ଚି଼ହ୍ନଟ କରାଯିବା ଅପେକ୍ଷା ରେ ଥିବା ସହ ଅଧିକ ତଥ୍ୟ ସଂଗ୍ରହ କରିବାରେ ରହିଥିବା କଥା ପୋଲିସ ପକ୍ଷରୁ ସୂଚନା ଦିଅ ଯାଇଛି(ଏମ୍.ଦିନା°ଶୁ ଆଚାରୀ)