(ଗୁପ୍ତେଶ୍ୱର ରଥ କୋରାପୁଟ) ୧୧.୦୪.୨୫ । ଗତ କାଲି କମିଶନର ତଥା ସଚିବ ହାୟର ଏୟୁକେଶାସନ ଡିପାର୍ତ୍ମେଣ୍ଟ ଗୋମେଣ୍ଟ ଅଫ ଓଡ଼ିଶା କୋରାପୁଟ ଜିଲ୍ଲା ଗ୍ରସ୍ତ କରି ବିକ୍ରମଦେବ ବିଶ୍ଵ ବିଦ୍ୟାଳୟ ଓ ଡି ଏ ଭି ଶିକ୍ଷକ ଶିକ୍ଷା ମୋହା ବିଦ୍ୟାଳୟର କୋରାପୁଟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲାଚନ କରିଥିଲେ