ଆନ୍ତର୍ଜାତୀୟ ମାନବାଧିକାର ସମ୍ପର୍କିତ ପାଠଚକ୍ର

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଏସଏସ ଡ଼ି ସ୍କୁଲ ରେ ବୁଧବାର ଆନ୍ତର୍ଜାତୀୟ ମାନବାଧିକାର ଦିବସ ତାଲୁକ ଲିଗାଲ କମିଟି ପକ୍ଷରୁ ପାଳିତ ହୋଇଯାଇଛି. ଓକିଲ ସଂଘ ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ଜିତେନ୍ଦ୍ର ନାଥ ମହାପାତ୍ର. ସ୍କୁଲ ର ଅଧକ୍ଷା ରଞ୍ଜିତା ମହନ୍ତ ପ୍ରମୁଖ ଏହି ଅବସର ରେ ଯୋଗ ଦେଇଥିଲେ.ଏହି ଅବସରରେ ପ୍ରଚଳିତ ସାମାଜିକ ବ୍ୟବସ୍ଥା ରେ ମହିଳା ସୁରକ୍ଷା ଓ ଅଧିକାର ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
