ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଓ ବୄକ୍ଷରୋପୋଣ କାର୍ଯ୍ୟକ୍ରମ

ବେଗୁନିଆ ବ୍ଲକ( ଉପାନ୍ତ ଖବର ମାନସ ରଞ୍ଜନ କର) ପଞ୍ଚପଲ୍ଲୀ ବାଉତୀ ସରକାରି ଉଚ୍ଚବିଦ୍ୟାଳୟ ସାରୁଅ. ଜୟମଙ୍ଗଳ ର ପ୍ରଧାନଶିକ୍ଷକ ଗଣେଶ୍ଵର ମିଶ୍ର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ମୁଖ୍ୟଅତିଥି ଭାବେ ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଯୋଗେଶ କୁମାର ସାମନ୍ତସିଂହାର, ସମ୍ମାନିତ ଅତିଥି ବେଗୁନିଆ ପଞ୍ଚାୟତ ସମିତି ଚେୟାରମ୍ୟାନ ଲକ୍ଷ୍ମୀଧର ସୁବୁଧି, ଗୋଷ୍ଠି ଶିକ୍ଷାଅଧିକାରି ବୋଲଗଡ ପ୍ରମୋଦ କୁମାର ସ୍ଵାଇଁ, ଗୋଷ୍ଠି ଶିକ୍ଷା ଅଧିକାରି ବଡମ୍ବା ତ୍ରିଲୋଚନ ଜେନା, ଉପଦେଷ୍ଟା ଓଷ୍ଟା ଖୋରଧା ଜିଲ୍ଲା ଅମ୍ବିକାପ୍ରସାଦ ପଟ୍ଟନାୟକ, ସଂପାଦକ ଓଷ୍ଟା ଖୋରଧା ଜିଲ୍ଲା ସୁଧାକର ମହାପାତ୍ର, ସଭାପତି ଓଷ୍ଟା ବେଗୁନିଆ ବ୍ଳକ ଦିବାକର ସାହୁ, ଜୁନିୟରରେଡକ୍ରସ ଅଫିସର ଖୋରଧା ଜିଲ୍ଲା ଡୋଫାନ କୁମାର ରାଉତରାୟ, ସଂପାଦକ ଓଷ୍ଟା ବେଗୁନିଆ ବ୍ଲକ ବଂଶିଧର ପାଣିଗ୍ରାହି, ପୂର୍ବତନ ଗୋଷ୍ଠି ଶିକ୍ଷା ଅଧିକାରି ନରସିଂହପୁର କଟକ ଗୌରାଙ୍ଗ ଚରଣ ଦେବତା, ଅଵସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଗୟଳବାଙ୍କ ସରକାରୀ ଉଚ୍ଚବିଦ୍ୟାଳୟ ପଦ୍ମନାଭ ମିଶ୍ର, ସଭା ସଂଯୋଜକ ସହ ସଂପାଦକ ଖୋରଧା ରତିକାନ୍ତ କହଲସିଂହ, ପରିଚୟ ପ୍ରଦାନ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକପଞ୍ଚପଲ୍ଲୀ ବାଉତି ବିଦ୍ୟାଳୟ ସାରୁଅ ଜୟି ମଙ୍ଗଳ ବିକୁନ କୁମାର ନନ୍ଦ, ଆବାହକ ତତ୍ୱାବଧାରିକାପଞ୍ଚ ଶିକ୍ଷା ସେତୁ ସଂଗଠନର ସଭାପତି ସରପଞ୍ଚ ସାରୁଅ ସୁଶ୍ରୀ ରଞ୍ଜିତା ମହାଭୋଇ, ଉପସ୍ତିତ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ, ତଥା ଡାଲତୋଳା ସରକାରି ଉଚ୍ଚବିଦ୍ୟାଳୟ ପ୍ରାଧାନଶିକ୍ଷକ ସନ୍ତୋସ କୁମାର ପଟ୍ଟନାୟକ, ଉଚ୍ଚ ବିଦ୍ଯାଳୟ ଗୁଡୁମୁ ପ୍ରଧାନ ଶିକ୍ଷକ ପ୍ରସାନ୍ତ କୁମାରସାହୁ, ରଘୁନାଥ ଉଚ୍ଚବିଦ୍ଯାଳୟ ବାଘମାରି ପ୍ରଧାନ ଶିକ୍ଷୟତ୍ରି ସଂଧ୍ୟାରାଣି ପଟ୍ଟନାୟକ, ସରକାରି ବାଳିକା ଉଚ୍ଚବିଦ୍ୟାଳୟ ବେଗୁନିଆ ପ୍ରଧାନଶିକ୍ଷୟତ୍ରି ମନିଷା ସ୍ଵାଇଁ, ସରକାରି ଉଚ୍ଚବିଦ୍ଯାଳୟ ପରିଛଳସହକାରି ଶିକ୍ଷକ ପ୍ରଭାତ କୁମାରସାହୁ, ନୀଳକଣ୍ଠ ସରକାରି ଉଚ୍ଚବିଦ୍ଯାଳୟ କଣ୍ଟାବାଡ ବିଜୟ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରିବଂଧୁ ତ୍ରିପାଠୀ, ନଳିନି କାନ୍ତପଣ୍ଡା, ସଉରିଚରଣ ମାର୍ଥା, ଶିବ ସୁନ୍ଦରସାହୁ, ପ୍ରତାପ କୁମାର ପୃଷ୍ଟିଓ ସରକାରି ଉଚ୍ଚ ବିଦ୍ୟାଳୟ ସାରୁଅ ବିଜ୍ଞାନ ଶିକ୍ଷକ ସଂଗ୍ରାମ ବେହେରା ଧନ୍ୟବାଦ ଦେଇ ଶାନ୍ତିଶୃଙ୍ଖଳାର ସହିତ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବକୁ ଶେଷ କରିଥିଲେ
