March 10, 2026

ବୃଦ୍ଧାଂକୁ ମିଳୁନି ଆବାସ ଗୃହ 

IMG-20251210-WA0147
Share

 

 

କାଶୀନଗର -ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ ଶିତାପୁର ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ରେ ରହୁଥିବା ଜଣେ 80 ବର୍ଷ ବୃଦ୍ଧା ପଦ୍ମିନୀ ଗୌଡ଼, ନାଅଛି ଘର ନା ପରିବାର, ଦୀର୍ଘ ଦିନ ହେବ ସ୍ବାମୀ ଦେହାନ୍ତ ପରେ ଏକୁଟିଆ ହୋଇଯାଇଛି ପଦ୍ମିନୀ, ତିନୋଟି ପୁଅ ଥିଲେ ମଧ୍ୟ ମାଁ ଙ୍କୁ ଦୂରେଇ ରଖିଥିବା କଥା କହିଲେ ପଦ୍ମିନୀ, ସରକାରୀସ୍ଥର ରୁ ଆବାସିକ ଯୋଜନା ରେ ଘର ଟି ବି ମିଳିଲା ନାହିଁ, ବହୁବାର ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନଥିବା କଥା କହିଛନ୍ତି ପଦ୍ମିନୀ, ବର୍ତ୍ତମାନ ର ସରପଞ୍ଚ ତେଜେଶ୍ୱର୍ ରାଓ ତାଙ୍କ ସମସ୍ୟା ନେଇ ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଅବଗତ କରି ସମସ୍ତ ସୁବିଧା ଯୋଗେଇବେ ବୋଲି ଜଣାଇଛନ୍ତି।