November 26, 2024

Day: September 10, 2024

ନବରଙ୍ଗପୁର ଜିଲ୍ଲା ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ପୁଣ୍ୟ ତିଥି ଓ ପୁସ୍ତକ ଲୋକାର୍ପଣ ସମାରୋହ ପାଳିତ..

  ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ )ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ...

ନବରଙ୍ଗପୁର ଜିଲ୍ଲା ତରଫରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ପାଇଁ ପ୍ରସ୍ତୁତି……..

  ନବରଙ୍ଗପୁର:-୧୦/୦୯୨୦୨୫ (ଏମ୍.ଦିନା°ଶୁ ଆଚାରୀ) ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶ କ୍ରମେ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ...

ନବରଙ୍ଗପୁର ଜିଲ୍ଲା ରେ ପରିବର୍ତ୍ତନ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଗଣେଷ ବିସର୍ଜନ ପାଈଁ ପୌରନିର୍ବାହୀ ଅଧିକାରୀ ଙ୍କ ନିକଟରେ ଏକ ଅସ୍ଥାୟୀ ପୋଖରୀ ପାଇଁ ଦାବି……..

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଗଣେଶ ପୂଜା ନବରଙ୍ଗପୁର ସହର ର ପ୍ରତ୍ୟେକ ସାହି ପ୍ରତ୍ୟେକ ଗଳି ରେ ମହାଆଡମ୍ବର ରେ ପାଳିତ ହେଉଅଛି , ପୂଜା ପରେ ଶ୍ରୀ...

ଗଜପତି ଜିଲ୍ଲାପାଳ ତିନି ମେଗାଲିଫ୍ଟ ପ୍ରୋଜେକ୍ଟ ବୁଲି ଚାଷୀ ମାନଙ୍କ ସମସ୍ୟା ବୁଝିଲେ.

    କାଶୀନଗର ତା 10/9/24 କାଶୀନଗର ଠାରେ ପ୍ରବାହିତ ହେଉଥିବା ବଂଶଧାରା ନଦୀ ପାର୍ଶରେ 2015-16 ମସିହାରେ କୀଡୀଗାଁ, ରାଧାକୃଷ୍ଣ ପୁର ଓ ସାରା ଗ୍ରାମ...

ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

କାଶୀନଗର ତା 10/9/24   ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତ୍ତଡା ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ...

ବସ୍ତି ବାସିନ୍ଦା ସଂଘ ପକ୍ଷରୁ ପଟ୍ଟା ପାଇବା ଦାବିରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ l

ପୁରୀ ମ୍ୟୁନିସିପାଲିଟି ବସ୍ତି ବାସିନ୍ଦା ସଂଘ ର ସଦସ୍ୟ ବାବୁଲା ପ୍ରସାଦଙ୍କ ଅଧକ୍ଷତା ରେ ପୂର୍ବତନ କାଉଁସିଲର ବଳରାମ ରେଡି, ମାନସ ଲେଙ୍କା, ରମେଶ ବେହେରା ଙ୍କ...

ସଚେତନତା ପାଇଁ ସାଗରଗୁଆଁ ପଞ୍ଚାୟତ ରେ ଗଡ଼ିଲା ସୁଭଦ୍ରା ଯୋଜନା ରଥ। 

      ବୋଲଗଡ଼,(ଉପାନ୍ତ ଖବର):ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସମ୍ପର୍କିତ ଲୋକ ମାନଙ୍କ ଭିତରେ ରହିଯାଇଥିବା ଭ୍ରମ ଓ...

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତକଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’ବରିଷ୍ଠ ସାମ୍ବାଦିକ ରବି ରଥ ପାଇବେ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ’

  ପାରଳାଖେମୁଣ୍ଡି:୧୦/୯(ଗରୁଡ ଧ୍ଵଜ ଚୌଧୂରୀ) ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ...

ଉମରକୋଟ ଠାରେ ୧୧ ତାରିଖ ଦିନ ବିଶାଳ ହିନ୍ଦୁ ସମାବେଶ ଅନୁଷ୍ଠିତ ହେବାକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ………..

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଦିନ ଉମରକୋଟ ଠାରେ ଏକ ବିଶାଳ ହିନ୍ଦୁ ମହାସମାବେଶ ଅନୁଷ୍ଠିତ ହେବ ଯେଉଁ...

ଉମରକୋଟ ନିକଟସ୍ଥ ଝରିଗାଁ ରେ ମାଆ ର ଚିକତ୍ସା କରିବାକୁ ଯାଇ ପୁଅର ମୃତ୍ୟୁ……….

  ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଝାଡାବାନ୍ତି ରେ ପୁଣି ଜଣକର ମୃତ୍ୟୁ ହୋଇଥିବା ବେଳେ ପୁଣି ଜଣେ ଝରୀଗାଁ ଚିକିତ୍ସାଳୟରେ ଭର୍ତ୍ତି , ସୂଚନା ଥାଉକି ମା ଙ୍କର...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.