June 18, 2026

ଉମରକୋଟ ନିକଟସ୍ଥ ଝରିଗାଁ ରେ ମାଆ ର ଚିକତ୍ସା କରିବାକୁ ଯାଇ ପୁଅର ମୃତ୍ୟୁ……….

IMG-20240910-WA0021
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଝାଡାବାନ୍ତି ରେ ପୁଣି ଜଣକର ମୃତ୍ୟୁ ହୋଇଥିବା ବେଳେ ପୁଣି ଜଣେ ଝରୀଗାଁ ଚିକିତ୍ସାଳୟରେ ଭର୍ତ୍ତି , ସୂଚନା ଥାଉକି ମା ଙ୍କର ଚିକତ୍ସା ଲାଗି ମାଆ ଙ୍କୁ ଜିଲ୍ଲାମୁଖ୍ୟ ଚିକତ୍ସାଳୟକୁ ନେଇ ସେଠାରେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ପୁଅର ମୃତ୍ୟୁ ଘଟିଥିବା ବେଳେ ପୁଣି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଚେପଟି ଆମ୍ବା ଗ୍ରାମରୁ ଜଣକୁ ଝରୀଗାଁ ଚିକତ୍ସାଳୟକୁ ଅଣାଯାଇ ଚିକତ୍ସା କରାଯାଉଛି, ପୂର୍ବରୁ ଏହି ଚେପଟି ଆମ୍ବା ଗ୍ରାମରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚଉଦରୁ ଉର୍ଦ୍ଧ ଆକ୍ରାନ୍ତଙ୍କୁ ଅଣାଯାଇ ଚିକତ୍ସା କରାଯାଇଥିଲା,ତେବେ ପୁଣି ଆଜି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟାଳୟରେ ମୃତ୍ୟୁ ଘଟଣାକୁ ନେଇ ଆତଙ୍କିତ ଗ୍ରାମବାସୀ ମୃତକ ଜଣକ ହେଲେ ଝରୀଗାଁ ବ୍ଲକ ଚେପଟିମ୍ବା ଗ୍ରାମର ମଧୁ ଜାନି।

You may have missed