April 24, 2026

ରେଙ୍ଗାଲି:ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ 

IMG-20250710-WA0056
Share

 

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):ଏକ କାରରେ ଯାଉଥିବା ପ୍ରାୟ ଏକକୋଟି ଟଙ୍କାରୁ ଅଧିକ ମୂଲ୍ୟର ରୁପାକୁ ଆଜି ଏକ୍ସସାଇଜ ବିଭାଗ ପକ୍ଷରୁ ଜବତ କରାଯାଇଛି।

 

ଝାଡ଼ଖଣ୍ଡ, ଛତିଶଗଡ ଯାଉଥିବା ଏକ କାର ଏମଏଚଓ ଆଇଇଏଫ ୦୫୪୯ ନମ୍ବର କାର ଯାଞ୍ଚ ସମୟରେ ପ୍ରାୟ ଏକ କ୍ୟୁଣ୍ଟାଲ ୧୦ କେଜି ରୂପା କୁ ଏକ୍ସସାଇଜ ବିଭାଗ ରେଙ୍ଗାଲି ତହସିଲ ଅଫିସ ଛକ ନିକଟରୁ ଏହା ଜବତ କରି ଏହାର ଅଧିକ ତଦନ୍ତ ଚାଲାଇଛି।

ତେବେ ଏହା କେଉଁଠୁ ଆସୁଥିଲା ଓ କେଉଁ ଜାଗାକୁ କିଏ କାହା ପାଇଁ ନେଉଥିଲା ସେ ବିଷୟରେ ସବିଶେଷ ତଥ୍ୟ ମିଳିପାରିନି।