April 24, 2026

ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆତ୍ମା କମିଟିର ବୈଠକ

IMG-20250710-WA0042
Share

 

 

 

ଆଜି ଗୁୁରୁବାର ଦିନ ଅତାବିରା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆତ୍ମା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଆତ୍ମା କମିଟିର ଅଧ୍ୟକ୍ଷ ମିଳନ ସେଠଙ୍କ ସଭାପତିତ୍ବରେ |ଏହି ବୈଠକରେ ବ୍ଲକ କୃଷି ଅଧିକାରୀ ପିଂକୁସେନ କର,ଅତିରିକ୍ତ କୃଷି ଅଧିକାରୀଣି ଶ୍ରୀୟା ହୋତା,ଅଂକିତା ପଣ୍ଡା,ଏଏଚଓ ରଜବାଲା ମହାପାତ୍ର,ମତ୍ସବିଭାଗ ଅଧିକାରୀ ବାଣୀ ନିର୍ମାଲ୍ୟ ରାଉତ,ପଶୁ ସମ୍ପଦ ବିଭାଗ ଅଧିକାରୀ ସଂଗ୍ରାମ ଦାସ,ଏଟିଏମ ପ୍ରଶାନ୍ତ ଭୋଇ,ମିନତୀ ପ୍ରଧାନ,ଜିଲା ପରିଷଦ ସଭ୍ୟ ମମତା ପ୍ରଧାନ,ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ,ସମିତି ସଭ୍ୟା ମଂଜୁଲତା ବଢେଇ,କମିଟିର ସଦସ୍ୟ ଦଶରଥ ଭୋଇ,ନିର୍ମଲ ସାହୁ ପ୍ରମୁଖ ଯୋଗଦେଇଥିଲେ |ବିଭିନ୍ନ ବିଭାଗର ଅଧିକାରୀମାନେ ନିଜନିଜ ବିଭାଗରେ ମିଳୁଥିବା ସରକାରୀ ସୁବିଧା ସୁଯୋଗ ବାବଦରେ ଆଲୋଚନା କରିଥିଲେ |

You may have missed