April 24, 2026

ରାଜ୍ୟ ବ୍ୟାପୀ ଡ଼୍ରାଇଭର ସଂଘ ଆନ୍ଦୋଳନ ଯାତ୍ରୀ ଗମନା ଗମନ ଠପ୍ –

IMG-20250710-WA0017
Share

 

ମୟୂରଭଞ୍ଜ(ବିଭୂତି ରାଉତ)

ଆନ୍ଦୋଳନ କୁ ଓହ୍ଲାଇଲେ ଡ଼୍ରାଇଭର ଠପ୍ ହେଇଗଲା ପରିବହନ ଛଅ ଦଫା ଦାବି ପୂରଣ କରିବେକି ସରକାର ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ବସଷ୍ଟାଣ୍ଡ ର ଶାନ୍ତି ପୂର୍ଣ୍ଣ ଧାରଣା ଷ୍ଟିଅରିଂ ଛାଡ ଡାକରା ଦେଇ ନିଜ ହକ ପାଇଁ ଆନ୍ଦୋଳନ କୁ ଓହ୍ଲାଇ ଥିଲେ ଡ୍ରାଇଭର ସଂଘ ସାରା ରାଜ୍ୟରେ ଆନ୍ଦୋଳନ ଯୋଗୁଁ ଦୂର ଦୁରନ୍ତ ରୁ ଆସି ଯାତ୍ରୀ ମାନେ ବସଷ୍ଟାଣ୍ଡ ରେ ପଡ଼ି ରହି ଥିବା ଦେଖିବାକୁ ମିଳିଛି ତେବେ ଗନ୍ତବ୍ୟ ସ୍ଥଳ କୁ ଯିବା ପାଇଁ ଗାଡ଼ି ନାହିଁ ଡ଼୍ରାଇଭର ମାନେ କିନ୍ତୁ ନିଜ ଜିଦ୍ ରେ ଅଟଳ ରହିଛନ୍ତି ବଡ଼ କଥା ହେଲା ମହାସଂଘ ର ପ୍ରମୁଖ ଦାବି ମଧ୍ୟରେ ରହିଛି ଡ଼୍ରାଇଭର ସଂଘ ବୋର୍ଡ ରେ ସାମିଲ ହୁଅନ୍ତୁ ଅଟୋ ଚାଳକ, ଆକ୍ରୋଶ ର ସ୍ବୀକାର ଡ଼୍ରାଇଭର ଙ୍କ ପାଇଁ ସ୍ବତନ୍ତ୍ର ଆଇନ,ଷାଠିଏ ବର୍ଷ ପରେ ଦିଆ ଯାଉ ସ୍ଵତନ୍ତ୍ର ଭତ୍ତା, ଗାଡ଼ି ପାର୍କିଂ କରିବା ପାଇଁ ପାର୍କିଂ ସ୍ଥଳ ନିର୍ମାଣ ,ଖଣି ଖାଦାନ ରେ

ଦିଆଯାଉ ୭୦ ପ୍ରତିଶତ ଡ଼୍ରାଇଭର ନିଯୁକ୍ତି ଓ ସେପ୍ଟେମ୍ବର ମାସ ଏକ ତାରିଖ କୁ ଡ଼୍ରାଇଭର ଦିବସ ଭାବେ ପାଳନ କରିବା ତେବେ ଅପେକ୍ଷା ରହିଲା କେବେ ରାଜ୍ୟ ସରକାର ପୂରଣ କରୁଛନ୍ତି ସଂଘ ର ଏହି ସବୁ ଦାବୀ ଗୁଡ଼ିକୁ।

You may have missed