March 9, 2026

ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ଶ୍ରୀ ବିପ୍ଳବ ପାତ୍ର, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଁ ବାଙ୍କେଶ୍ୱରୀ ଦେବୀଙ୍କ ଦର୍ଶନ

gfh
Share

ତା- ୧୦/୦୨/୨୦୨୪ ରିଖ ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ଶ୍ରୀ ବିପ୍ଳବ ପାତ୍ର, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଁ ବାଙ୍କେଶ୍ୱରୀ ଦେବୀଙ୍କ ଦର୍ଶନ କରି ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବଡ଼ଡୁମୁଳା ଗ୍ରାମପଞ୍ଚାୟତର ବଡ଼ଡୁମୁଳା ଗ୍ରାମ, ସୁମନ୍ତପୁର ଗ୍ରାମ, ବାଗଡା ଗ୍ରାମ ଏବଂ ସାନଡୁମୁଳା ଗ୍ରାମ ଠାରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହେଉଥିବା ‘ଘରେ ଘରେ ଶଙ୍ଖ’ ପରିବାର ସମ୍ପର୍କ ଅଭିଯାନରେ ଯୋଗ ଦେଇଥିଲେ।ସ୍ଥାନୀୟ ସରପଂଚ ଗୀତାଞ୍ଜଳି ଜାନୀ ଙ୍କ ସହ ସ୍ଥାନୀୟ ସମିତି ସଭ୍ୟା ହଜାର ହଜାର ଲୋକ ସହିତ ମହିଳା, ସମାଜ ସେବୀ ଙ୍କ ସହ ଯୁବ ନେତା ଓ ନେତ୍ରୀ ମନେ ଉପସ୍ଥିତ ଥିଲେ