April 29, 2026

ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୧୪୮ତମ ଜନ୍ମଜୟନ୍ତୀ ପାଳିତ

IMG-20251009-WA0086
Share

       ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସ ରଞ୍ଜନ କର) ବେଗୁନିଆ ପିମ୍‌ଶ୍ରୀଗୋପବନ୍ଧୁ ଉଚ୍ଚବିଦ୍ୟାଳୟ ରେଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ପାଳନ ହୋଇଯାଇଅଛି ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସ୍ମୃତିସ୍ମିତା ବେହେରା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତ୍ତୀରେ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମାଲ୍ୟାର୍ପଣ କରିଥିଲେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷକ ସୌମ୍ୟରଞ୍ଜନ ସାହୁ, ସୂର୍ଯ୍ୟକାନ୍ତ ମହାପାତ୍ର, ଅଜିତ୍‌ କୁମାର ପୁରୀ, ଶୁଭଲକ୍ଷ୍ମୀ ସାହୁ, ସୁନିତା ପୃଷ୍ଟି, ଆଶାମୁର୍ମୁରେଶ୍ମାରଶ୍ମି ପାଇକରାୟ, ସସ୍ମିତା ସାହୁ, ଲକ୍ଷ୍ମି ପ୍ରିୟା ତ୍ରିପାଠୀ, ସୋହିନୀ, ଲକ୍ଷ୍ମୀଧର ପାଣୀ ଗ୍ରାହୀ, ଗୋପବନ୍ଧୁଙ୍କ ତ୍ୟାଗ ମହାନତା ବିଷୟରେ ବୁଝାଇକୃତି ଛାତ୍ର ଛାତ୍ରୀ ଲକ୍ଷ୍ମୀପ୍ରୀୟା ସ୍ୱାଇଁ, ଶୁଭଲକ୍ଷ୍ମୀ ପ୍ରଧାନ, ଶିପୁନକୁମାର ନିଶଙ୍କ, ସ୍ମୃତିରଞ୍ଜନ ପଣ୍ଡା, ଚିନ୍ମୟୀ ବିଶ୍ଵାଳ,ଶୁଭ୍ରାଜ୍ୟୋତି ରଥ, ଶ୍ରୀୟା ଆଚାର୍ଯ୍ୟ ଙ୍କୁ ପୁରସ୍କୃତ କରାଯାଇ ଶେଷରେ ସୂର୍ଯ୍ୟକାନ୍ତ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ