June 24, 2026

ସଂଗଠନ ପର୍ବ ‘ସଦସ୍ୟତା ଅଭିଯାନ – ୨୦୨୪’ ପରିପେକ୍ଷୀରେ ଆଜି ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ ଆମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗଡ ଗ୍ରାମ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରାରେ ସାମିଲ..

IMG-20240909-WA0037
Share

     ସଂଗଠନ ପର୍ବ ‘ସଦସ୍ୟତା ଅଭିଯାନ – ୨୦୨୪’ ପରିପେକ୍ଷୀରେ ଆଜି ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ ଆମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗଡ ଗ୍ରାମ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ଘର ଘର ବୁଲି ସମସ୍ତଙ୍କୁ ଭାଜପାର ସଦସ୍ୟ କରାଇବା ସହ ରାଷ୍ଟ୍ରନିର୍ମାଣରେ ଭାଗିଦାରୀ ହେବାକୁ ଆହ୍ୱାନ କରିଛନ୍ତି l

 

ଆପଣମାନେ ମଧ୍ୟ 8800002024 ନମ୍ୱରରେ ମିସଡ୍ କଲ୍ କରି କିମ୍ବା ନମୋ ଆପ୍ ମାଧ୍ୟମରେ ଭାଜପା ପରିବାରର ସଦସ୍ୟ ହୁଅନ୍ତୁ, ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନରେ ନିଜର ଯୋଗଦାନକୁ ସୁନିଶ୍ଚିତ କରନ୍ତୁ।