ବାଞ୍ଜିପାଲି ଅଙ୍ଗନବାଡି କେନ୍ଦ୍ରରେ ଆଣ୍ଠୁଏ ପାଣି,ପାଠପଢାରେ ବ୍ୟାଘାତ

IMG-20250709-WA0038
Share

 

 

ବରଗଡ(ସୁରେନ୍ଦ୍ର କଠାର)

 

ବରଗଡ ଜିଲା ଅତାବିରା ବ୍ଲକ କୁଲୁଣ୍ଡା ପଂଚାୟତ ବାଞ୍ଜିପାଲି ଅଙ୍ଗନବାଡି କେନ୍ଦ୍ରଟି ବିପଦ ଶଂକୁଳ ଅବସ୍ଥାରେ ଅଛି |ବର୍ଷାରେ କୋଠା ଭିତରେ ପାଣି ଗଳୁଛି |ଏପରି କି ପ୍ରବଳ ବର୍ଷାରେ ଛାତରୁ ପାଣି ଗଳି କୋଠା ଭିତରେ ଆଣ୍ଠୁଏ ପାଣି ଜମି ରହୁଛି ଯାହା ଫଳରେ କୁନି କୁନି ଛାତ୍ରଛାତ୍ରୀକଂ ପାଠପଢାରେ ବହୁ ଅସୁବିଧା ହେଉଛି |ଏହି କୋଠା ମରାମତି କରିବା ପାଇଁ ବାରମ୍ବାର ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ଧ କିଛି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ତେଣୁ ଛାତ୍ରଛାତ୍ରୀକଂ ଭବିଷ୍ୟତକୁ ଚିନ୍ତାକରି ଖୁବଶ୍ରୀଘ୍ରୀ କୋଠା ମରାମତି କରିବାକୁ ଦାବୀ ହେଉଛି |