May 19, 2024

ଆଜି ଅଷ୍ଟଶମ୍ଭୁ ମହାମିଳନ ମହୋତ୍ସବ

Share

 

ସମ୍ବଲପୁର(ଯୁଯୋମୁରା): ଆସନ୍ତାକାଲି ୧୦ ତାରିଖ ଯୁଯୋମୁରାରେ ଅନୁଷ୍ଠିତ ହେବ ଅଷ୍ଟଶମ୍ଭୁ ମହାମିଳନ ମହୋତ୍ସବ ।ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି।
ଅଷ୍ଟଶମ୍ଭୁଙ୍କ ଏହି ମହାମିଳନ ମହୋତ୍ସବରେ ଜୟ କପିଲେଶ୍ୱର ବାବା-ଯୁଯୋମୁରା ,ଧବଳେଶ୍ୱର ବାଦା-ରେଙ୍ଗାଲି ବଡମାଲ,ସିଦ୍ଧେଶ୍ବର ବାବା-ଲେଫ୍ରିଖଣ୍ଡି,ଲିଙ୍ଗେଶ୍ୱର ବାବା- ଲିପିଣ୍ଡା,କେଦାରେଶ୍ୱର ବାବା-କୁଆଖୋଲ,
ଯୋଗେଶ୍ୱର ବାବା-ସାରଜୋରୀ, ବିମଲେଶ୍ୱର ବାବା-ଅଇଁଲା ଝରଣ ଓ କାଶି ବିଶ୍ୱନାଥ-ରେଢାଖୋଲ ଅବସ୍ଥାନ କରିବେ।
ଗୋଟିଏ ସ୍ଥାନରେ ଅଷ୍ଟଶମ୍ଭୁ ବାବାଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ।