June 21, 2026

ଆମକୁ ନ୍ୟାୟ ନମିଳିଲେ, ବାଣ ବିସ୍ଫୋରଣ କରି ଉଡେଇଦେବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ..

IMG-20241108-WA0021
Share

 

ପୁରୀରେ ମେ ମାସ ୨୯ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀ ରେ ବାଣ ବିସ୍ଫୋରଣ ରେ ମୃତ ପରିବାର କୁ କୌଣସି କ୍ଷତିପୂରଣ ମିଳି ନଥିବା ବେଳେ ଆଜକୁ ଆଠଦିନ ହେବ ମୃତ ଅଠର ଜଣଙ୍କ ପରିବାର ସଦସ୍ୟ ଦୋଷୀ କୁ ଦଣ୍ଡ ମିଳୁ ଏବଂ ଆମ ପରିବାର କୁ ଉଚ୍ଚିତ ନ୍ୟାୟ ମିଳୁ l ଆମମାନଙ୍କ ପରିବାର କୁ ଉଚିତ ନ୍ୟାୟ ନମିଳିଲେ ଆମ ପରିବାର ର ପିଲାମାନେ ଯେଉଁଭଳି ବାଣ ବିସ୍ଫୋରଣ ରେ ମୃତ୍ୟୁ ଘଟିଛି l ସେହିଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆମେ ବାଣ ବିସ୍ଫୋରଣ ରେ ଉଡେଇ ଦେବୁ କହିଛନ୍ତି ମୃତ ବ୍ୟକ୍ତିମାନଙ୍କ ପରିବାର ସଦସ୍ୟମାନେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ