April 28, 2026

ଉମରକୋଟ ଠାରେ C. Y. A ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ……..

IMG-20251008-WA0004
Share

 

 

ଉମରକୋଟ:-(ଏମ୍ .ଦୀନା°ଶୁ ଆଚାରୀ) ଝରୀଗାଁ ବ୍ଲକ ସାନଭରଣ୍ଡି ଗ୍ରାମର ପୂଜାରଗୁଡା ଠାରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ C. Y. A ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଅଛି l ଆଜି ଏହି ଟୁର୍ଣ୍ଣାମେଣ୍ଟ ର ଉଦଘାଟନ ହୋଇଥିଲା l ପ୍ରଥମ ମେଚ ଛତିଶଗଡ ରାଜ୍ୟ ର ନାରାୟଣପୁର ସହିତ କୋରାପୁଟ ଜିଲ୍ଲା ର ସିମିଲିଗୁଡା ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ନେତା ବାଦଲ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ସାଗର ପଟ୍ଟନାୟକ ଓ ଦୀପକ ବିଷୋୟୀ, ଚିଣ୍ଟୁ ପାତ୍ର, ସୀମା ଭାଈ ଅତିଥି ଭାବେ ମଞ୍ଚାସୀନ ଥିଲେ ଓ ଯୁବ ନେତା ବାଦଲ ପଟ୍ଟନାୟକ ସମସ୍ତ ଖେଳାଳି ଉଚ୍ଚାହିତ କରିଥିଲେ ଓ C. Y. A.କମିଟି ସଦସ୍ୟ ଙ୍କୁ ଏମିତି ଏକ ବଡ଼ ଫୁଟବଲ ପ୍ରତେକ ବର୍ଷ ଜାରି ରହୁ ବୋଲି ସମାଜସେବୀ ସାଗର ପଟ୍ଟନାୟକ କହିଛନ୍ତ