September 8, 2026

ସିଣ୍ଢେ।ଲ ଆଞ୍ଚଳିକ ମହାବିଦ୍ୟାଳୟରେ ଏନ ସି ସି ଶାଖା ଉଦଘାଟିତ 

IMG-20260908-WA0044
Share

 

 

ଉଲୁଣ୍ଡା, ୮/୯ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଢେ।ଲ ଆଞ୍ଚଳିକ ମହାବିଦ୍ୟାଳୟରେ ପ୍ରଥମଥର ପାଇଁ ଏନସିସି ଶାଖା ଉଦ୍ଘାଟିତ ହୋଇଯାଇଛି।

ଆୟୋଜିତ ଉଦଘାଟିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲମଜନ ତପନୋ ଅବସରପ୍ରାପ୍ତ୍ୟ ସେନା ଅଧିକାରୀ ଓଁକାର ଚାନ୍ଦ କାର୍ଯ୍ୟରତ ସେନା ଅଧିକାରୀ,ମହାବିଦ୍ୟାଳୟର ସଭାପତି ଶିବକୁମାର ସାହୁ,ପ୍ରତିଷ୍ଠାତା ଛନ୍ଦାଚରଣ ଦାସ, କଲେଜ ଅଧ୍ୟକ୍ଷ ଅଜିତ କୁମାର ମେହେର, ଯୁକ୍ତ ଦୁଇ ଅଧ୍ୟକ୍ଷ ଶିରୀଶ କୁମାର ଦାସ,ପରାମର୍ଶଦାତା ରାମକୁମାର ସାହୁ ସମସ୍ତ କମିଟି ସଦସ୍ୟ ସାମିଲ ହୋଇଥିଲେ।

ଦେଶପ୍ରେମ, ଶୃଙ୍ଖଳାଜ୍ଞାନ, ଚରିତ୍ର ଗଠନ, ସେବାମୋନଭାବପାଇଁ ଏନସିସି ର ଗୁରୁତ୍ୱ ଛାତ୍ରଜୀବନରେ ଏହାର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ।

ମାଧ୍ୟମରେ ପ୍ୟାରେଡ,ଶାରୀରିକ ଗଠନ, ନେତୃତ୍ୱ ବିକାଶ, ସେବା ମୋନଭାବ ବିଭିନ୍ନ ସ୍ଥାନରେ ସେବା କରିବାର ସୁଯୋଗ ମିଳିବ ମହାବିଦ୍ୟାଳୟ ସେ ଏନ୍ ସିସି ଶାଖା ଖୁଲିବା ଦ୍ୱାରା ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ହେବା ସହିତ ଭବିଷ୍ୟତରେ ଦାୟିତ୍ୱବାନ ଓ ଶୃଙ୍ଗଳିତ ନାଗରିକ ଗଢିତୋଳିବା ଏହାର ମୁଖ୍ୟ ଉଦ୍ଧେଶ୍ୟ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷ ଆଶା ବ୍ୟକ୍ତ କରିଥିଲେ।

You may have missed