ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ଏନଏସଏସ ସାଇବର ସୁରକ୍ଷା ଏବଂ ନିଶା ମୁକ୍ତ କାର୍ଯ୍ୟକ୍ରମ’ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ
ପାରଳାଖେମୁଣ୍ଡି:୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM), ପାରଳାଖେମୁଣ୍ଡି, ଓଡ଼ିଶାର ଏନଏସଏସ (NSS) ବ୍ୟୁରୋ ପକ୍ଷରୁ ୮ ରୁ ୧୦ ଏପ୍ରିଲ ୨୦୨୬...
