April 29, 2026

ଭଗବତ ଚାରିଟେବୁଲ ଟ୍ରଷ୍ଟ ବୈକୁଣ୍ଠନଗର ୧ମଗଳି, ବ୍ରହ୍ମପୁର ଗଞ୍ଜାମ

Share

    ଭଗବତ ଚାରିଟେବୁଲ ଟ୍ରଷ୍ଟ ବୈକୁଣ୍ଠନଗର ୧ମଗଳି, ବ୍ରହ୍ମପୁର ଗଞ୍ଜାମ ଓଡ଼ିଶା। ଆଜି ତା,୦୭-୦୮-୨୦୨୪, ବୁଧବାର ସକାଳୁ ପ୍ରାୟ ସାଢେ଼ ୯ଟା ବେଳେ, ପୁରୀର ତାଳବଣିଆ, ପେଣ୍ଠ କୋଟା ସାହି,ଏଲ୍ ଆଇ,ସିଂ ଅଫିସ ନିକଟ,ଧୋବାଖାଲ, ତାରିଣୀ ବସ୍ତିରେ ପାଲଟାଣି ବାଉଁଶ ଦଣ୍ଡ ସାହାଯ୍ୟରେ କଷ୍ଟରେ ବାସ କରୁଥିବା ଆଗରୁ ବଡଦାଣ୍ଡରେ ଥିବା ସତ୍ୟମ୍ ସୁନା ଦୋକାନର କର୍ମଚାରୀ ଗଙ୍ଗାଧର ସ୍ବାଇଁ ଙ୍କ ପରାମର୍ଶରେ ଚିହ୍ନଟ କରି ଆସିଥିବା ଗରିବ ଛୋଟା, ଅନ୍ଧ,ଅନ୍ଧୁଣୀ, ବ୍ରୃଦ୍ଧ ଓ ବ୍ରୃଦ୍ଧା ୨୦ ଜଣଙ୍କୁ (ସିତାକାନ୍ତ, ଦୁଃଶାସନ,ପାକେଇଦେଇ,ରିନା,ସୁରିଆ,ମୁନି ନାୟକ,ଆଶିଷ ଦାସ,ସୁବାସ, ଗୋକୁଳାନନ୍ଦ ମଣ୍ଡଳ, କମଳା,ମେନକାପଲେଇ,ସୁଷମା,କମଳା ବେହେରା,ରବି,ସୁବାଇ ଦାସ,କାନ୍ତାବାରିକ,ଶିବା, ଦେକୁନ୍ତିଆ ରେଡି ଆଦି) ଟ୍ରଷ୍ଟ ର ଅଧ୍ୟକ୍ଷ ଏସ୍ ପ୍ରକାଶ ଚନ୍ଦ୍ର ପାତ୍ର ଙ୍କ ଦ୍ବାରା ଉକ୍ତ ଗଙ୍ଗାଧର ସ୍ବାଇଁ ଓ ସେଠାରେ ସମାଜସେବୀ ବିଜୟ ଲକ୍ଷ୍ମୀଙ୍କ ସହଯୋଗ ରେ୧୦ ଜଣଙ୍କୁ ଚାଉଳ, ଚୁଡ଼ା ଭଜା, ମୁଢ଼ି, ବିସ୍କୁଟ, ପାଉଁରୁଟି,ସାଗୁଦାନା, ଚିନି ସାବୁନ୍ ଆଦିଓଆଉ ୧୦ ଜଣକୁ ସରକାରୀ ଚାଉଳ ପାଉଥିବା ରୁ କେବଳ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଗଲା ଭବିଷ୍ୟତରେ ପୁଣି ଅନ୍ୟ ମାନଙ୍କୁ ଦେବାକୁ ପ୍ରତିଶ୍ରୁତି ଯେ ଦିଆଗଲା। ପ୍ରକାଶ ଥାଉ କି ଅଧ୍ୟକ୍ଷ ପୁରୀ ଆସି କେତେ ଦିନ ରହିବା ସମୟରେ ଏପରି ପ୍ରୋଗ୍ରାମ କରିଥାନ୍ତି। ଅଧ୍ୟକ୍ଷ।

You may have missed