November 26, 2024

Day: August 7, 2024

ପାରଳା ବିଧାୟକଙ୍କ ଅଚାନକ ରାସ୍ତା କାମ ନିରୀକ୍ଷଣ 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀର କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଠାରୁ ଗଡିଆଖାଲ ଓ ଚନ୍ଦ୍ରେୟାପେଟା ଭାୟା ପେଦାଗୁଡା ନର୍ସିପୂର୍ ଯାଏଁ ହେଉଥିବା...

ଭଗବତ ଚାରିଟେବୁଲ ଟ୍ରଷ୍ଟ ବୈକୁଣ୍ଠନଗର ୧ମଗଳି, ବ୍ରହ୍ମପୁର ଗଞ୍ଜାମ

    ଭଗବତ ଚାରିଟେବୁଲ ଟ୍ରଷ୍ଟ ବୈକୁଣ୍ଠନଗର ୧ମଗଳି, ବ୍ରହ୍ମପୁର ଗଞ୍ଜାମ ଓଡ଼ିଶା। ଆଜି ତା,୦୭-୦୮-୨୦୨୪, ବୁଧବାର ସକାଳୁ ପ୍ରାୟ ସାଢେ଼ ୯ଟା ବେଳେ, ପୁରୀର ତାଳବଣିଆ,...

ଦେବୀ ନଦୀରେ ଭାସିଯାଇ ଯୁବକ ନିଖୋଜ ।

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ତାଳଦା ଗ୍ରାମପଞ୍ଚାୟତ ର ଏଡବାଂଶ ଗ୍ରାମରେ ଘଟିଛି ଏକ ଅଘଟଣ। ମଙ୍ଗଳବାର ଦିନ ରାତ୍ର ଏଗାର ଘଟିକା ସମୟ ରେ...

ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ସମର ଶିକ୍ଷର୍ଥୀଙ୍କ ବିଦାୟ କାଳୀନ ସଂମ୍ବର୍ଦ୍ଧନା ଉତ୍ସବ 

  କାଶୀନଗର , ସ୍ଥାନୀୟ ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ତରଫରୁ କଲେଜ ଅଧକ୍ଷ ଡ଼. ପ୍ରଶାନ୍ତ ବାନାପଲୀଙ୍କ ପୃଷ୍ଠେପୋଷକତରେ ଅବସ୍ଥାପିତ ସମର ଶିକ୍ଷାର୍ଥୀ ବାହିନୀ ଶାଖା 2021-2024...

ପିଲା ଶିକ୍ଷକ ତାଲିମ୍ ଶିବିର ପୋଡ଼ମପେଟା ରେ ଉଦଯାପିତ l 

    ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୋଡ଼ମପେଟା ଓଡ଼ିଆରପି କଲୋନୀରେ ଦୁଇ ଦିନିଆ ପିଲା ଶିକ୍ଷକ ତାଲିମ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି l...

ବିଶ୍ୱ ସ୍ତନ୍ୟପାନ ଦିବସ ଅବସରରେ କମଳା ମାତୃମଙ୍ଗଳ ଡାକ୍ତରଖାନା ରେ ଇନ୍ନର ହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀ ପକ୍ଷରୁ ପୋଷଣଯୁକ୍ତ ଖାଦ୍ୟ ବଣ୍ଟନ କରାଯାଇଛି l

ବିଶ୍ୱ ସ୍ତନ୍ୟପନ ସପ୍ତାହ ଅବସରରେ କମଳା ମାତୃମଙ୍ଗଳ ଡାକ୍ତରଖାନା ରେ ଇନ୍ନରହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀର ଅଧକ୍ଷା ମୁନମୁନ ଦାଶଗୁପ୍ତାଙ୍କ ଅଧକ୍ଷତା ରେ ସମ୍ପାଦିକା ମିତାଲି...

ମୋହନା ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ..

ମୋହନା--ଗଜପତି ଜିଲ୍ଲା ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢ଼ୀ ଙ୍କ ସଂଯୋଜନା ରେ...

ବର୍ଷାରେ ଭିଜି ଧାରଣାରେ ବସିଲେ ପୁରୀ ସହରର ଉଠାଦୋକାନୀ ମାନେ l 

ପୁରୀ ନୀଳାଚଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ମାଧ୍ୟମରେ ରାଜ୍ୟ ସଭାପତି ମହେଶ୍ୱର ବଳ, ସମ୍ପାଦିକା ସୋୟଂପ୍ରଭା ସାହୁ, ଜିଲ୍ଲା ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ପୁରୀ ସହରର...

ଉମରକୋଟ ଠାରେ ଜିଲ୍ଳା ସ୍ତରୀୟ ଭାରୋତ୍ତଳକ ଚାମ୍ପିଅନସିପ୍ ଅନୁଷ୍ଠିତ……..

  ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ଠାରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଭାରୋତ୍ତଳକ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଉମରକୋଟ ବ୍ଲକ ଅନ୍ତର୍ଗତ ତେଲ ନଦୀ ରୁ ଅଚିହ୍ନା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଧେହ……………

  ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ସୀ ଗାଁ ନିକଟ ରେ ଥିବା ତେଲ ନଦୀ ରୁ ଜଣେ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.