April 25, 2026

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ଅବହେଳା ଯୋଗୁଁ ବନ୍ଦ ଡାକରା ର ପ୍ରସ୍ତୁତି ବୈଠକ

IMG-20230507-WA0011
Share

 

 

କୋଟପାଡ଼ କଂଗ୍ରେସ କାର୍ଯ୍ୟାଳୟ ଠାରେ ନ ତାରିଖ ମଙ୍ଗଳ ବାର ଦିନ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଡ୍ରାଇଭିଂ ତାଲିମ ଗୋଭେଷଣା ଜୟପୁର ଠାରେ ତୁରନ୍ତପ୍ରତିଷ୍ଠା ଓ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଚରମ ଅବହେଳା ର ପ୍ରତି ବାଦ ରେ ବନ୍ଦ ପାଳନ କୋଟପାଡ଼ ରେ କରବା ପାଇଁ ଆ ଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ବ୍ଲକ ଓ ନଗର କଂଗ୍ରେସ କମିଟି ର ସଭାପତି ଙ୍କ ସଭାପତି ତ୍ବ ରେ ଆୟୋଜିତ ବୈଠକ ରେ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି. ବାପୁନ ତ୍ରିପାଠୀ. ମଣି ପ୍ରସାଦ ପଟନାୟିକ. ସନ୍ତୋଷ ମିଶ୍ର. କାଳୀ କୃଷ୍ଣ ହୋତା. ମନୋହର ବିଶୋଇ. ସଙ୍କର ରାଓ.. ଗୁପ୍ତ ସ୍ୱାଇଁ ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିବା ର ଜଣା ଯାଇଛି ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed