May 19, 2024

ମୋହନା ରେ କୁଆପଥର ବର୍ଷା, ପ୍ରବଳ ଗରମରୁ ଲୋକଙ୍କୁ ମିଳିବ ଆଶ୍ୱସ୍ତି …

Share


ଆଜି ମୋହନା ସମେତ କିଛି ଅଞ୍ଚଳରେ ବର୍ଷା ସହ କୁଆପଥର ବର୍ଷା ହୋଇଥିବାରୁ ପ୍ରବଳ ଖରା ଓ ଗୁଳୁଗୁଳି ରୁ ଆଶ୍ୱସ୍ତି ମିଳିଛି। ପ୍ରବଳ ଖରାରେ ଆଉଟୁ ପାଉଟୁ ହେଉଥିବା ଶ୍ରମିକ, ବାଟୋଇ ନାହିଁ ନ ଥିବା ହଇରାଣ ହେଉଥିଲେ ଏହି କୁଆପଥର ବର୍ଷା ସହ ଥଣ୍ଡା ହେବାରୁ ସ୍ଥାନୀୟ ଜନସାଧାରଣ ଶାନ୍ତିରେ ନିଃଶ୍ୱାସ ନେଉଥିବା ଜଣାପଡିଛି।