April 30, 2026

ଟ୍ରକରେ ନିଆଁ ଲାଗି ବିଦ୍ୟୁତକାଟ ଉପଭକ୍ତI ହନ୍ତସନ୍ତ…

hn0
Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ ମହାବିଦ୍ୟାଳୟ ନିକଟସ୍ତ ଜାତୀୟ ରାଜପଥ 63 ପାଶ୍ୱ ପେଟ୍ରୋଲ ଟେଙ୍କ ନିକଟରେ ରବିବାର ଦିନ ଆପରାନ୍ନ  ଦୁଇଟାରେ ରାସ୍ତା ପାଶ୍ୱରେ ଅଟକିଥିବା ଏକ ଟ୍ରକ ରେ କୌଣସି ବସ୍ୱତ  ନିଆଁ ଲାଗି ଯାଇଥିଲା l
ଟ୍ରକ ଭିତରେ ଡ୍ରାଇଭେର ଏକ ଗ୍ୟାସ ଚୁଳରେ ରୋଷେଇ କରୁଥିବା ସମୟରେ ହଟାତ ନିଆଁ ଲାଗିଯିବାରୁ ଡ୍ରାଇବର ଗାଡ଼ିରୁ ଡିଆଁ ମାରିଦେଇଥିଲେ l ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ତୁରନ୍ତ କୋଟପାଡ଼ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ଗାଡି ଅଧଘଣ୍ଟା ପରେ ପହଂଚି ନିଆକୁ ଆୟତ କରିଥିଲେ l ସେତେବେଳକୁ ଟ୍ରକଟି ପଚାଶ ପ୍ରତିଶତ ପଡ଼ିଯାଇଥିଲା l ପଡା ଟ୍ରକ ମଧ୍ୟରୁ ଏକ 15 କେଜି ଗ୍ୟାସ ଟେଙ୍କ ଉଦ୍ଧାର କରାଯାଇଛି l ଘଟଣା ସୂତ୍ରରୁ ଜଣାପପଡିଛି,ଯେ କୋଟପାଡ଼ ଅଞ୍ଚଳରୁ ନୀଳଗିରି କାଠ ନେବା ସକାଶେ ଟ୍ରକ ଟି ଆସିଥିଲା,ଆହତ ଡ୍ରାଇଭେର କହିବା ଅନୁଯାଇ ଗତ ତିନିଦିନ ହେବ ଟ୍ରକ ଟି ଗ୍ୟରେଜ ରେ ରିଫେରିଙ୍ଗ କରାଯାଇଛି, ଆଜି ଟ୍ରକ ବାହାର କରାଯାଇଥିଲା, କେବିନ ଭିତରେ ରୋଷେଇ କରିବା ସମୟରେ ଇଞ୍ଜିନ ତଲୁ ସଟ ସର୍କିଟ ହେଇ ନିଆଁ ଲାଗି ଉପରକୁ ହୁତୁ ହୁତୁ ହେଇ ନିଆଁ ବାହାରିବାରୁ ଟ୍ରକ୍ର ରୁ ଦେଇପଡ଼ି ଥିଲେ, ଉକ୍ତ ସମୟରେ ଯାତାୟାତ କରୁଥିବା ଯାତ୍ରୀ ନିଆଁ କୁ ଆୟତ କରିବାକୁ ଚେଷ୍ଟା କିରିଥିଲେ, କିନ୍ତୁ ଟ୍ରକ ଅଟୋମେଟିକ ଷ୍ଟାଟ ହେଇ ଗଡ଼ିବାକୁ ଲାଗିଥିଲା ଏହା ଦେଖୀ ଲୋକେ  ତୁରନ୍ତ କୋଟପାଡ଼ ଅଗ୍ନିସୋମ ବିବାଗ କୁ ଖବର ଦେଇଥିଲେ, ଘଟଣା ସ୍ତଳକୁ ଅଗ୍ନିଶମ ଗାଡି ପହଂଚି ନିଆଁ ଆୟତ କରିଥିଲେ ଉକ୍ତ ଟ୍ରକ ଟି ଝୋରୀଗାଁ ଅଞ୍ଚଳର ବୋଲି ଜଣାପଡିଛି ଘଟଣା  ସ୍ତଳକୁ ପୋଲିସ ପହଂଚି ତଦନ୍ତ କକରୁଥିବାର ଜଣାପଡିଛି lକୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର I

You may have missed