November 21, 2024

Day: November 6, 2024

ବୁଗୁଡ଼ାରେ କାଳୀ ଓ ଗୋଲିଆରେ ଶ୍ଯାମାକାଳୀଙ୍କ ଭସାଣି ଉତ୍ସବ 

  ବୁଗୁଡ଼ା : ତା ୦୬/୧୧/୨୪ : ସ୍ଥାନୀୟ ମଦନ ମୋହନ ଛକ ପୂଜା ମଣ୍ଡପରେ ଗତ ଦୀପାବଳିଠାରୁ ପୂଜା ପାଇ ଆସୁଥିବା ମା କାଳୀଙ୍କ ବିସର୍ଜନ...

ରାତିରେ ସ୍କୁଟି ପୋଡିଦେଲେ ଅଜଣା ଦୁର୍ବୃତ୍ତ 

ବୁଗୁଡା : ତା ୦୬/୧୧/୨୪ : ବୁଗୁଡା ଏନ୍ଏସି ଅନ୍ତର୍ଗତ ବଡଦାଣ୍ଡ ସାହି ନିବାସୀ ସାଗର ପଣ୍ଡାଙ୍କ ସ୍କୁଟିକୁ ଅଜଣା ଦୁର୍ବୃତ୍ତ ପୋଡି ଦେଇଥିବା ଜଣାଯାଇଛି। ପ୍ରକାଶ...

ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ 

  ବୁଗୁଡ଼ା : ତା ୦୬/୧୧/୨୪ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଆଜି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥରେ ବୁଗୁଡା...

ପ୍ରତ୍ୟେକ ପଞ୍ଚାୟତରେ ଆଦର୍ଶ ଗୋଶାଳା ପ୍ରତିଷ୍ଠା ହେବା ଆବଶ୍ୟକ..

  ଓଡ଼ିଶା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବର ପଞ୍ଚମ ଦିବସରେ ସୁରଭି ସତସଙ୍ଗରେ ଯୋଗଦେଇ ସ୍ଵାମୀ ସମର୍ପଣାନନ୍ଦ ଗିରି ନିଜ ଅଭିଭାଷଣରେ କହିଲେ ଯେ ଗୋମାତାଙ୍କ ନିକଟରୁ...

ଗୋବରାରେ ମାଆ ଶ୍ୟାମାକାଳୀ ପୂଜା 

      ବେଲଗୁଣ୍ଠା,06/11, ବେଲଗୁଣ୍ଠା ବ୍ଳକ୍ ଗୋବରା. ମୁଖ୍ୟ ସଡ଼କରେ ଧୂମଧାମରେ ଚାଲିଛି ମାଆ ଶ୍ୟାମାକାଳୀଙ୍କ ପୂଜା I ଏହି ପୂଜା ଦେଖିବା ସହିତ ସାଂସ୍କୃତିକ...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଉଦଘାଟିତ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ରେ ଥିବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ-୨୦୨୪ ଆଜି...

ଅସହାୟ ମହିଳାଙ୍କୁ ସହାୟତାରେ ହାତ ବଢ଼ାଇଲେ ସମାଜସେବୀ 

    ସମ୍ବଲପୁର, ତା. ୦୬. ୧୧(ଆନିସ):ଚେରୁଆପଡା ର ଭକ୍ତ ବାଗ କୌଣସି କାମରେ ଜୋଗୀପାଲି ଯାଇଥିଲେ କାମସାରି ଫେରିଲାବେଳେ ରୋଡ଼ ଉପରେ ଗୋଟେ ଦୋକାନ ବାରଣ୍ଡାରେ...

ଗଜପତି:- ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

   ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ବ୍ଲକର ବିଭିନ୍ନ ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗୁରାଣ୍ଡୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯୁବ ସମାଜ ପାଇଁ ତମାଖୁ...

ଗଜପତି:-କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜର ନବ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ ବିଧାୟକଙ୍କ ଦ୍ଵାରା ଉଦଘାଟିତ । ——————————————- ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ଶ୍ରୀରାମ ସ୍ନାତକ ମହାବିଦ୍ୟାଲୟର ନୂତନ ଭାବେ ନିର୍ମାଣ ହୋଇଥିବା ଏକ ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଙ୍କ କର କମଳରେ ହୋଇଯାଇଛି । ଏହି ନୂତନ ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ 5-ଟି ଯୋଜନା ଅନ୍ତର୍ଗତ ଭିତ୍ତିଭୂମି ଅନୁଦାନ କାର୍ଯ୍ୟକ୍ରମରେ ଦିଆଯାଇ ଥ‌ିବା ୫୦ ଲକ୍ଷ ଟଙ୍କାର ଅନୁଦାନରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥ‌ିବା ସୂଚନା ଦେଇଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ବନାପଲି। ପରେ ବିଧାୟକ ଶ୍ରେଣୀ ଗୃହ ବୁଲି ଦେଖିଥିଲେ । ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ପାଦକ ଡ଼ଃ ପ୍ରଶାନ୍ତ ବନାପଲୀଙ୍କ ଅଧ୍ୟକ୍ଷତାରେ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭଲ ପାଠପଢି ଭଲ ମଣିଷ ହୋଇ ମହାବିଦ୍ୟାଳୟର ନାମକୁ ରୋସନ ତଥା ଗୌରବ ଆଣିବାକୁ କହି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , କାଶୀନଗର ଏନଏସି: ଅଧ୍ୟକ୍ଷା ଶ୍ରୀମତୀ ଏମ: ସୁଧାରାଣୀ , କାଶୀନଗର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା ପ୍ରମୁଖ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଦେବ କାନ୍ତ ମିଶ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ——————————————— ଗଣେଶ କୁମାର ରାଜୁ ପାରଳାଖେମୁଣ୍ଡି(ଗଜପତି) …

ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ଶ୍ରୀରାମ ସ୍ନାତକ ମହାବିଦ୍ୟାଲୟର ନୂତନ ଭାବେ ନିର୍ମାଣ ହୋଇଥିବା ଏକ ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବିଧାୟକ...

You may have missed