June 26, 2026

ସୁଭଦ୍ରା ଆଶାୟୀଙ୍କ ପ୍ରବଳ ଭିଡ଼

IMG-20240906-WA0039
Share

 

କାଶୀନଗର

 

ସେମାନଙ୍କର ଯେଉଁ ବ୍ୟାଙ୍କରେ ବ୍ୟାଙ୍କ ଖାତା ଖୋଲି ଥିବେ ସେହି ବ୍ୟାଙ୍କରେ ହିଁ ସେମାନଙ୍କ ମୋବାଇଲ ନଂ ଓ ଆଧାର ନଂ କୁ ସଂଯୋଗ କରିହେବ. ଏବଂ ଆଜି ଆମ କାଶୀନଗର ଗୋଟେ ଏସବିଆଇ ଶାଖାରେ ନୁହଁ ସବୁ ଠାରେ ଏମିତି ପ୍ରବଳ ଭିଡ଼ ଜମି ରହିଛି ବୋଲି ସେ ସୂଚନା ଦେଇଥିଲେ. ସିଙ୍ଗଲ୍ କାଉଣ୍ଟରରେ କାମ ହେଉଥିବାରୁ କାମ ଟିକେ ବିଳମ୍ବ ହେଉଛି ବୋଲି ମଧ୍ୟ କହିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ