ବଳଗଣ୍ଡି ଛକରେ ଟ୍ରାଫିକ ମୁତୟନ ପାଇଁ ଏସପି ଙ୍କ ସହିତ ଆଲୋଚନା
ଆଜି ପୁରୀ ଟାଉନ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବଳଗଣ୍ଡି ଛକରେ ବାରମ୍ବାର ହଉଥିବା ଛୋଟ ବଡ଼ ସଡ଼କ ଦୁର୍ଘଟଣା ବିଷୟରେ ପୁରୀ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରତୀକ ସିଂହ ସହ ଙ୍କ ସାକ୍ଷାତ କରିବା ସହ ବଳଗଣ୍ଡି ଛକ ଠାରେ ଟ୍ରାଫିକ ପୋଷ୍ଟ ଏବଂ ପୋଲିସ ମୁତୟନ ନିମନ୍ତେ ଆଲୋଚନା କରାଗଲା l
ଏହି କାର୍ଯ୍ୟକ୍ରମ ରେ ଅନିଲ କୁମାର ସାହୁ ପୁରୀ ଜିଲ୍ଲା ସମ୍ପାଦକ,ଅକ୍ଷୟ କୁମାର ମହାନ୍ତି, ମନୋଜ କୁମାର ବିଶୋଇ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି, ଶିବ ନାରାୟଣ ଦାଶ ମାଉସୀମା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି, ବୁବୁନା ବାରିକ, ଶଙ୍କର ରାଓ,ଦିଲପ ବେହେରା ସହ ଯୁବମୋର୍ଚ୍ଚା ର ପ୍ରମୁଖ ଭାଇ ମାନେ ଉପସ୍ଥିତ ଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
