ଖବର ଉପାନ୍ତ ଓଡିଶା ସମାଚାର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ଵାରା ୭ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ upanta odisha January 6, 2026 Share୦୬/୦୧/୨୦୨୫ (ଗୁପ୍ତେଶ୍ୱର ରଥ କୋରାପୁଟ)ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ଵାରା ୭ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି। ଏହି ଆମ୍ବୁଲାନ୍ସ ଗୁଡ଼ିକ ବିସ୍ଥାପିତ ପୁରାତନ ଆମ୍ବୁଲାନ୍ସ ସ୍ଥାନରେ କାର୍ଯ୍ୟ କରିବେ। Post Navigation Previous ନବରଙ୍ଗପୁର ଜିଲ୍ଲା ଝରିଗାଁ ର ପର୍ଯ୍ୟଟକ ସ୍ଥଳୀ କୁ ଅଣଦେଖା…….Next ରମ୍ଭା କପ ସିଜନ-୪ : ଫାଇନାଲ୍ ରେ ରମ୍ଭା କ୍ରିକେଟ କ୍ଲବ ବିଜୟୀ More Stories ଖବର ଉପାନ୍ତ ଓଡିଶା ସମାଚାର ସରକାରୀ ଚାକିରି ଜୀବିକା ନୁହେଁ, ଜନସେବାର ଅନନ୍ୟ ସୁଯୋଗ: ମୁଖ୍ୟମନ୍ତ୍ରୀ upanta odisha April 24, 2026 ଖବର ଉପାନ୍ତ ଓଡିଶା ସମାଚାର ଆଜିର ଖବର.. upanta odisha April 24, 2026 ଖବର ଉପାନ୍ତ ଓଡିଶା ସମାଚାର ଆଜିର ରାଶିଫଳ upanta odisha April 24, 2026