ଅତାବିରା ଡାକ୍ତର ଚିତ୍ତରଞ୍ଜନ ଜେନା ଯକ୍ଷ୍ମା ରୋଗୀମାନଙ୍କୁ ପୋଷ୍ୟ ରୂପେ ଗ୍ରହଣ କଲେ
ବରଗଡ,
ବୁଧବାର ଦିନ ଲହଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡକ୍ଟର ଚିତ୍ତରଞ୍ଜନ ଜେନା ନିକ୍ଷୟ ମିତ୍ରା ଭାବେ ୧୦ ଜଣ ଯକ୍ଷ୍ମା ରୋଗୀ ମାନଙ୍କୁ ପୋଷ୍ୟ ରୁପେ ଗ୍ରହଣ କଲେ ଚିକିସ୍ବାଧିନ ଥିଲା ସମୟ ରେ ତାଙ୍କର ପୁଷ୍ଟିକର ଖାଦ୍ୟ ର ସମସ୍ତ ଖର୍ଚ୍ଚ ବହନ କରିବେ , ଉକ୍ତ କାର୍ଯକ୍ରମ ରେ ଅତାବିରା ଗୋଷ୍ଟୀ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ରବିନାରାଣ ମିଶ୍ର ,ଲହଣ୍ଡା ସରପଞ୍ଚ ଅର୍ଜୁନ ନାୟକ , ଯକ୍ଷ୍ମା ରୋଗ ଅଧିକାରୀ ପ୍ରଭାସ ରଥ , ଡକ୍ଟର ସୁଗତ ପ୍ରଧାନ , ଶିବାନନ୍ଦ ବୋହିଦାର୍ , ଦେବବ୍ରତ ରଥ , ବେଦବ୍ୟାସ ସେଠ୍ , ସୁଧୀର ଦାସ , ବିକାଶ ବେହେରା ଉପସ୍ଥିତ ଥିଲେ ।(ସୁରେନ୍ଦ୍ର କଠାର)
।
