April 27, 2026

ଖୋରଧା ଜିଲ୍ଲାସ୍ତରୀୟ ବିଦ୍ଯାଳୟ ସ୍ତରୀୟ ଦୌଡକୁଦ ଉଦ୍‌ଯାପନୀଦିବସରେ ପୁରସ୍କାର ବିତରଣ                 

IMG-20251105-WA0016
Share

ବେଗୁନିଆ ବ୍ଳକ(ଉପାନ୍ତ ଖବର )ଡିଙ୍ଗର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦ୍‌ଯାପନୀ ଦିବସରେ ପୁରସ୍କାର ବିତରଣ ଡିଙ୍ଗରଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ସାହୁଙ୍କ ତତ୍ତ୍ଵାବଧାନରେ ମୁଖ୍ୟ .ଅତିଥି ଭାବରେ ବେଗୁନିଆ ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଷ୍କର ଲେଙ୍କା, ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶାରି ରିକଶିକ୍ଷା ଅଧିକାରୀ ଦିଳିପି କୁମାର ମୋଦି ସମ୍ମାନୀୟଅତିଥି ଭାବରେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ଭାଗିରଥି ଜେନା, ଶିକ୍ଷାବିତ ମିରରହେମତ ଅଲ୍ଲୀ, ଆଞ୍ଚଲିକ ସାଧନା କେନ୍ଦ୍ର ସଂଯୋଜିକା ଡିଙ୍ଗର କ୍ଳଷ୍ଟର ରୀନାଞ୍ଜଳି ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଛବିଲତା ବେହେରା,ଗୋଷ୍ଠୀ କ୍ରୀଡା ସମ୍ପାଦକ ଶ୍ରୀନିବାସ ରଣସିଂହ ମଞ୍ଚ ମଣ୍ଡନ କରି ଛାତ୍ରଛାତ୍ରୀମାନଙ୍କୁ ଶୁଭ ଆସିସପ୍ରଦାନ କରିଥିଲେ ଖୋର୍ଦ୍ଧା ଜିଲ୍ଲାରଚମ୍ପିୟାନ ଯଥାକ୍ରମେ ଶୁଭଙ୍କର ବେହେରା,ଟାଙ୍ଗୀବ୍ଲକ ଶାସ୍ୱତ କୁମାର ବେହେରା,ବେଗୁନିଆ ବ୍ଳକ ମୋନାଲିସା କାଣ୍ଡି, ଖୋର୍ଦ୍ଧା ବ୍ଳକ ପ୍ରୀୟଙ୍କା ବେହେରା ବୋଲଗଡବ୍ଲ କର ଚ଼ମ୍ପିୟାନ ମାନଙ୍କୁ ମୁଖ୍ୟଅତିଥି ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ ସର୍ବପରି ଟାଙ୍ଗୀ ବ୍ଲକ ଖୋରଧା ଜିଲ୍ଲାର ଶ୍ରେଷ୍ଠଚମ୍ପିୟାନ ରୂପେ ବିବେଚିତ ହେଲା କାର୍ଯ୍ୟ କମିଟିକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକମନୋଜ କୁମାର ପରିଚାଳନା କରିଥିଲେ ପରିଶେଷରେ ମୁଖ୍ୟଅତିଥିଙ୍କ ଦ୍ୱାରା କ୍ରୀଡାପତକା ଅବତରଣ କରାଯାଇ ଖୋରଧା ଜିଲ୍ଳାଶାରିରିକଶିକ୍ଷା ଅଧୂକାରୀଙ୍କୁ ପ୍ରଦାନ କରାଗଲା ବିଦ୍ଯାଳୟର କ୍ରୀଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାସ ଧନ୍ୟବାଦଅର୍ପଣ କରିଥିଲେ ରିପୋର୍ଟର ମାନସ ରଞ୍ଜନ କର