November 25, 2024

Day: October 5, 2024

ତିର୍ତ୍ତୋଲ ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା….. (ସ୍କୁଟି ସହ ୨୫ ଲିଟର ଚୋରା ଦେଶୀ ମଦ ଜବତ)

    ତିର୍ତ୍ତୋଲ( ରଞ୍ଜନ କୁମାର ମଲ୍ଲିକ)ଅବକାରୀ ବିଭାଗର ଅଚାନକ ଚଢ଼ାଉ ରେ ଧରାପଡ଼ିଲା ଜୁପିଟର ଗାଡି ସହିତ ୨୫ ଲିଟର ମଦ।ଘଟଣା କ୍ରମରେ ଚୋରା ମଦ...

ପୁରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀ ପକ୍ଷରୁ “ଯୁବ ରେଡ଼କ୍ରସ ଇଣ୍ଡକସନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

  ପୁରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀ ଆନୁକୂଲ୍ୟରେ ଅଧକ୍ଷ ଡ଼କ୍ଟର ବିଶ୍ୱନାଥ ବଳିୟାରସିଂଙ୍କ ଅଧକ୍ଷତାରେ " ଯୁବ ରେଡ଼କ୍ରସ ଇଣ୍ଡକସନ " କାର୍ଯ୍ୟକ୍ରମ ଅନୁଷ୍ଠିତ...

ମୋହନା ପଞ୍ଚାୟତ ସମିତି ର ସପ୍ତମ ସାଧାରଣ ବୈଠକ ମୌଳିକ ସମସ୍ୟା ପ୍ରତି ଗୁରୁତ୍ଵ ଦେବାକୁ ଲୋକ ପ୍ରତିନିଧି ଙ୍କ ଦାବୀ …

         ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ବହୁଳ ପାହାଡ଼ିଆ ଅଞ୍ଚଳ। ଏହି ବ୍ଲକ କୁ ରାଜ୍ୟ ଏବଂ କେନ୍ଦ୍ର ସରକାର...

ଚାଲିଛି ନବରାତ୍ରି ପୂଜା, ଚନ୍ଦ୍ରଘଣ୍ଟା ବେଶରେ ଆଜି ପୂଜା ପାଇଲେ ମା 

  ସମ୍ବଲପୁର: ତବଡାବାହାଲ ଗ୍ରାମ ପଞ୍ଚାୟତର ବାରଡୁଙ୍ଗୁରୀ ନିକଟସ୍ତ କୁଦୋପାଲି ଠାରେ ଥିବା ମା ବନଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ର ପୂଜାର୍ଚନା। ଗତ ୩ତାରିଖ ଠାରୁ ଆରମ୍ଭ...

ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ’ସୁରଭି -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ 

    ପାରଳାଖେମୁଣ୍ଡି:୫/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ସ୍ଥିତ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି'-୨୦୨୪...

ସବୁଦିନ ପାଇଁ ମନେ ରହିବେ ବାଲେଶ୍ୱର ପୂର୍ବତନ ଏସପି ସାଗରିକା ନାଥ।

  ବାଲେଶ୍ୱରର ପୂର୍ବତନ ଏସ୍ ପି ତଥା ଆଇପିଏସ୍ ଅଫିସର ସାଗରିକା ନାଥ।ପ୍ରାୟ ଦୁଇବର୍ଷ ବାଲେଶ୍ୱର ଏସପି ଭାବରେ କାମକରି ଏବେ ଅନ୍ୟତ୍ର ବଦଳି ହୋଇଛି ତାଙ୍କର।ଜଣେ...

ଭାରତୀୟ ଜନତା ପାର୍ଟିରେ ସଦସ୍ୟତା ଗ୍ରହଣ କରିଲେ ଶ୍ରୀମନ୍ଦିର ସେବାୟତ ପରିବାର l

ଗତକାଲି ସନ୍ଧ୍ୟାରେ ଗାଣ୍ଡୁଆଚଉରା ଛକ ବିଷ୍ଣୁଭବନ ସଭାଗୃହରେ ଭାରତୀୟ ଜନତା ପାର୍ଟିର ରାଷ୍ଟୀୟ ସଦସ୍ୟ ମଧୁସୂଦନ ସିଂହାରୀଙ୍କ ତତ୍ୱାବଧାନ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,...

ବିଭିନ୍ନ ଦାବି ନେଇ ରାମନାଗୁଡା ବ୍ଲକ ଜନ ସୁରକ୍ଷା ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ..

  ରାମନାଗୁଡା( ସଞ୍ଜୀବ କୁମାର ଦାଶ) ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୁରକ୍ଷା ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଅଛି।ରାମନାଗୁଡାବ୍ଲକ ସୁରକ୍ଷା ମଞ୍ଚର ଆବାହକ...

ବୁର୍ଲା ଭିଏମସାର୍‌ କାମଚଳା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କୁ ବିରୋଧ, ବାତିଲ ନହେଲେ ଆନ୍ଦୋଳନ ଚେତାବନୀ 

  ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ବୁର୍ଲା ଭୀମସାର ସ୍ୱାଧୀନତାକୁ ଜଳାଂଜଳି ଦେଇ ଆସୁଛି।ରାଜ୍ୟ ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସ୍ବୟଂଶାସିତ ଅନୁଷ୍ଠାନର ବିଭିନ୍ନ ପୋଷ୍ଟ ପାଇଁ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.