ସୋରଡ଼ା ନିର୍ବାଚନ ମଣ୍ଡଳୀ,ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ସ୍ୱାଧୀନତା ଦିବସ,ସ୍ୱାୟତ୍ତ ଶାସନ ଦିବସ,
ସୋରଡ଼ା ନିର୍ବାଚନ ମଣ୍ଡଳୀ,ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ସ୍ୱାଧୀନତା ଦିବସ,ସ୍ୱାୟତ୍ତ ଶାସନ ଦିବସ,କଣ୍ଟାପିଢା ଯାତ୍ରା ପାଇଁ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟଙ୍କୁ ନେଇ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ କଲେ |

ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (N.A.C)ର ବିଭିନ୍ନ ୱାର୍ଡରେ ଥିବା ସମସ୍ୟା କାଉଁସିଲ କମିଟିର ସମସ୍ତ ସଦସ୍ୟଙ୍କୁ ପଚାରି ବୁଝିଲେ ଓ ତାହା କିପରି ଶୀଘ୍ର ସମାଧାନ ହୋଇପାରିବ ସେ ବିଷୟ ନେଇ ବୈଠକରେ ସମୀକ୍ଷା କଲେ |
ସ୍ୱଚ୍ଛ ସର୍ବେକ୍ଷଣ ସୋରଡ଼ା NAC ଆବର୍ଜନାମୁକ୍ତ ସହର ଭାବେ ତିନି ତାରକା ରେଙ୍କ ପାଇଵାରେ ସଫଳ ହେବାରୁ ପୁରସ୍କାର ପ୍ରଦାନ କଲେ |ସୋରଡ଼ାରୁ ସଞ୍ଜୟ କୁମାର ସେଠିଙ୍କ
ରିପୋର୍ଟ
