April 24, 2026

କାଠଡେରା ଶ୍ରୀଗୁଣ୍ଡିଚା ରଥଯାତ୍ରା ଲୋକ ମହୋତ୍ସବରେ ଯୋଗଦେଲେ ଅତାବିରା ବିଧାୟକ

IMG-20250705-WA0095
Share

 

ବରଗଡ ଜିଲା ଅତାବିରା ବ୍ଲକ ଅଧିନ କାଠଡେରା ଠାରେ ରଥଯାତ୍ରା ଅବସରରେ ଆୟୋଜିତ ହୋଇଥିବା ଶ୍ରୀଗୁଣ୍ଡିଚା ରଥଯାତ୍ରା ଲୋକ ମହୋସ୍ବବରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥ୍ ଭାବେ ହିର୍ଲିପାଲି ଗ୍ରାମ ପଂଚାୟତର ସମିତିସଭ୍ୟ ବିଦ୍ୟାଧର ପ୍ରଧାନ,କାଉନସିଲର ଦୀପକ ରାଏ,ନିର୍ମଳ ସାହୁ ,ମନୋଜ ସୁପକାର,ଅର୍ଚ୍ଚନା ବାଗ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ | ସଭାପତିତ୍ବ କରିଥିଲେ ପଂଚାନନ ତ୍ରିପାଠୀ,ବିଜେପି ସରକାରକଂ ଲୋକାଭିମୁଖି ଯୋଜନା ସମ୍ପର୍କରେ ବିଧାୟକ ନିହାରରଂଜନ ମହାନନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ |

You may have missed