April 29, 2026
ajiro khabar
Share

 

 

୧-ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଭାରତ, ଆଫଗାନିସ୍ତାନକୁ ୭ ୱିକେଟରେ କଲା ପରାସ୍ତ; ସର୍ବାଧିକ ରନ୍ ପିଛା କରି ରଚିଲେ ଇତିହାସ।

 

୨-ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ୱସ୍ତରୀୟ ଇକୋ ଟୁରିଜିମ୍ ହବ୍; ୧୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି।

 

୩-ନୀଳଗିରି : ନୀଳଗିରି କୁଲଡିହା ବନବିଭାଗ ପକ୍ଷରୁ ଚଢ଼ଉ, ୬ଜଣ ବଜ୍ରକାପ୍ତା ବେପାରୀ ଗିରଫ,ସେଥିରୁ ଜଣେ ସରକାରୀ ଶିକ୍ଷକ ସାମିଲ।

 

୪-ଯାଜପୁର ରୋଡ଼:ଡ଼ୁବୁରୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ।

 

୫-ଭୁବନେଶ୍ୱର:ଆରମ୍ଭ ହେଲା ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବା, ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

 

୬-ଝାରସୁଗୁଡ଼ା ରେଳ ଷ୍ଟେସନରେ ସ୍ୱାମୀ ସ୍ତ୍ରୀଙ୍କୁ ଛୁରାମାଡ।ମହିଳାଙ୍କ ମୃତ୍ୟୁ,ସ୍ୱାମୀ ଗୁରୁତର ଆହତ।

 

୭-ଖୋର୍ଦ୍ଧା ନବୋଦୟ କ୍ୟାମ୍ପସରେ ଜଣ୍ଡିସ୍ ବ୍ୟାପିବା ଘଟଣା; ନିଲମ୍ବିତ ହେଲେ ଅଧ୍ୟକ୍ଷା।

 

୮-ଜାଗର ସମୟରେ ଶ୍ରୀଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ, ଭିଡ଼ ରୋକିବାକୁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍।

 

୯-ଓଡ଼ିଶାରେ BSNLରେ ବାକି ପଡିଛି ୨୮.୫୪ କୋଟି; ବକେୟା ଅର୍ଥ ପରିଶୋଧ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିନ୍ଧିଆ।

 

୧୦-ଭୁବନେଶ୍ବର ଆଜାଦନଗରରେ ବୋମା ବିସ୍ଫୋରଣ ଘଟଣା, ଆହତ ବ୍ୟକ୍ତିଙ୍କ ମୃତ୍ୟୁ।

 

୧୧-ଗଞ୍ଜାମ,ଗୁଣ୍ଠୁପଡ଼ା ଗ୍ରାମ:ପ୍ରେମିକର ଘର ଆଗରେ ବିବାହିତ ମହିଳାଙ୍କ ଧାରଣା, ସ୍ତ୍ରୀର ମାନ୍ୟତା ଦିଅ ନହେଲେ କରିବି ଆତ୍ମହତ୍ୟା।

 

୧୨-ସଞ୍ଜୁ ସାମସନଙ୍କ ବିଶ୍ବକପ୍ ସ୍ବପ୍ନ ଧୂଳିସାତ୍ ! କ୍ୟାପ୍ଟେନ ସ୍ପଷ୍ଟ କଲେ- ଓପନ କରିବେ ଇଶାନ କିଶନ୍।

 

୧୩-ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୱାଇ ଖେମଚାନ୍ଦ ସିଂହ।

 

୧୪–40% ନମ୍ବର ରଖି କରି ପାରିବେ NEET PG କାଉନସଲିଂ, କଟ-ଅଫ ହ୍ରାସ ଲାଗି କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ।

 

୧୫-ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

 

୧୬-ଗାଜିଆବାଦ: ଭିଡିଓ ଗେମ୍ ରୁ ବଞ୍ଚିତ ହୋଇ ନେଲେ ଚରମ ନିଷ୍ପତ୍ତି,ନବମ ମହଲାରୁ ଡେଇଁ ତିନି ଭଉଣୀଙ୍କ ଆତ୍ମହତ୍ୟା।

 

୧୭-ଭଦୋଦରା:WPL ଫାଇନାଲ ଆଜି,ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ।

 

୧୮-ଟି-୨୦ ବିଶ୍ଵକପ୍ ଆରମ୍ଭ ହେବା ପୂର୍ବରୁ ହୁଙ୍କାର ଭରିଲା ଟିମ୍ ଇଣ୍ଡିଆ, ଦ. ଆଫ୍ରିକାକୁ ଦେଲା ମାତ୍।

 

୧୯-ଯାତ୍ରୀଙ୍କୁ ହନ୍ତସନ୍ତ କରିଥିବା Indigoଏୟାର ଲାଇନ୍ସ ବିରୋଧରେ ହେବ ଯାଞ୍ଚ, ଆଦେଶ ଦେଲେ CCI।

 

୨୦-ବ୍ରିଟେନର କିଙ୍ଗ ଚାର୍ଲ୍ସ ନିଜ ଭାଇଙ୍କୁ ଘରୁ କଲେ ବିଦା, ଏପଷ୍ଟାଇନ୍ ଫାଇଲ୍ସରେ ନାଁ ଆସିବା ପରେ ରାଜ ପରିବାରରେ ଉଠିଲା ପାଚେରୀ

 

୨୧-ପକ୍ଷୀଙ୍କୁ ଦାନା ପକାଇବା ପଡିଲା ମହଙ୍ଗା, ଭାରତୀୟ ବଂଶୋଦଭବ ମହିଳାଙ୍କୁ ଜରିମନା ନିର୍ଦ୍ଦେଶ ଦେଲେ ସିଙ୍ଗାପୁର କୋର୍ଟ।