June 21, 2026

ପୋଖରୀରେ ବୁଡି ଯୁବକଙ୍କ ମୁତ୍ୟୁ

hand
Share

 

 

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଧିନ ବେଣାପଞ୍ଜରୀ ଗ୍ରାମର ପ୍ରଭାକର ଦାସଙ୍କ ପୁଅ ଅଜୟ କୁମାର ଦାସ (୩୨)। ଆସନ୍ତା କାଲି ଅପରାହ୍ନ ୧୨ଟା ସମୟରେ ଅଜୟ ପୋଖରୀରେ ଗାଧଉଥିବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ, ସେ ପୋଖରୀରେ ବୁଡି ଯାଇଥିଲେ। ସେଠାରେ ଗ୍ରାମର ଲୋକମାନେ ଅଜୟଙ୍କୁ ପାଣିରେ ବୁଡି ଯାଉଥିବାର ଦେଖି ତାଙ୍କୁ ଉଦ୍ଧାର କରି ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଆଣିଥିଲେ ।, ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ଉପାନ୍ତ ଖବର I