April 27, 2026
IMG-20250704-WA0109
Share

 

 

ଘୋଷଯାତ୍ରା ଅବସରରେ ଓଡ଼ିଶାର ଅଗଣିତ ଭକ୍ତ,ମୋହନା ଅଞ୍ଚଳ ର ଜନସାଧାରଣ ଏବଂ ମୋହନା ର ସମସ୍ତ ଲୋକ ପ୍ରତିନିଧି,ସରକାରୀ କର୍ମଚାରୀ ଙ୍କୁ ରଥଯାତ୍ରା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା କରୁଛି।

ଶ୍ରୀଯୁକ୍ତ ଯୁଧିଷ୍ଟିର ରଣସିଂହ

ସେକ୍ସନ ଅଫିସର,ମୋହନା ବ୍ଲକ,

ଗଜପତି, ଓଡ଼ିଶା