April 25, 2026

ଶ୍ରୀ ବିପ୍ଳବ ପାତ୍ର, ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିଆଖାଲି ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ

hjgj
Share

ଶ୍ରୀ ବିପ୍ଳବ ପାତ୍ର, ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିଆଖାଲି ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଥିଲା। ଶ୍ରୀ ପାତ୍ରଙ୍କ ଉପସ୍ଥିତରେ ସମସ୍ତ ଜନସାଧାରଣଙ୍କୁ ଏବଂ ପଞ୍ଚାୟତବାସୀଙ୍କୁ ସରକାରଙ୍କ ବିଭିନ୍ନଜନହିତକର କାର୍ଯ୍ୟ ଗୁଡ଼ିକ ବିଷୟରେ ଅତି ସୁନ୍ଦର ତଥା ଜନସମାଜଙ୍କୁ ବୁଝିଲା ଭଳି ଅତି ସରଳ ଭାବେ ଆଲୋକପାତ କରାଯାଇଥିଲା । ଶେଷରେ ଶ୍ରୀ ପାତ୍ର ଉପସ୍ଥିତ ସମସ୍ତ ଜନସାଧାରଣ ଏବଂ ପଞ୍ଚାୟତବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

You may have missed