ଜହ୍ନାପଡାରେ ସାପ୍ତାହିକ ହାଟ ଆରମ୍ଭ
ବରଗଡ ଜିଲା ଅତାବିରା ତହସିଲ ଅଧିନ ଜହ୍ନାପଡାରେ ଆଜି ଶୁକ୍ରବାର ଅପରାହ୍ନ ୨ଟାରେ ସାପ୍ତାହିକ ହାଟ ଉଦଘାଟିତ Included |ଏହି ହାଟ ପ୍ରତି ଶୁକ୍ରବାର ଅପରାହ୍ନ ସମୟରେ ବସିବ |ଏହି ନୂତନ ହାଟ ଆରମ୍ଭ ହେବା ଦ୍ବାରା ଆଖପାଖ ଗାଁର ଲୋକେ ବଜାର ସାମଗ୍ରୀ କିଣାବିକାରେ ବହୁତ ସୁବିଧା ପାଇବେ ||ଏହି ହାଟର ଉଦ୍ୟେକ୍ତାମାନେ ହେଲେ ଜହ୍ନପଡା ସରପଂଚ ସୁବାଷିନୀ ତରିଆ,ସମିତିସଭ୍ୟା ଭୂମିସୁତା ପ୍ରଧାନ,ନାଏକ ସରପଂଚ ସତ୍ୟବାନ ବେହେରା,ନୀଲେନ୍ଦ୍ରୀ ନାଏକ,ଦଖିଲ ପ୍ରଧାନ,କୈଲାସ ପ୍ରଧାନ,ଫଣିନ୍ଦ୍ର ପ୍ରଧାନ, ଆରଏମସି ଡାଇରେକ୍ଟର ଉର୍କୁଲୁ ସାହୁ,ଆରଏମସି ଷ୍ଟାଫ ହୃଷିକେଶ ତାଣ୍ଡି,ପଣ୍ଡିତ ବାହାଦୁର ପଣ୍ଡା ଓ ଗ୍ରାମବାସୀ ପ୍ରମୁଖ |
