April 27, 2026

ମାଁ ହିର୍ଲିପଲିଏନ ମନ୍ଦିରରେ ନବରାତ୍ର ମହୋତ୍ସବ ଉଦଯାପିତ,କଚ୍ଚପ ରୂପରେ ଦେଖାଦେଲେ ଦେବୀ

IMG-20251003-WA0012
Share

 

ସୁରେନ୍ଦ୍ର କଠାର,ବରଗଡ

 

ଅତାବିରା ବ୍ଲକ ଅଧିନ ପଲସାପାଲି ସ୍ଥିତି ମାଁ ହିର୍ଲିପଲିଏନ ମନ୍ଦିରରେ ଚାଳିଥିବା ନବରାତ୍ର ମହୋତ୍ସବ ଉଦଯାପିତ ହୋଇଯାଇଛି |ପଣ୍ଡିତ ଦିଲ୍ଲିପ ରଥ,ପଣ୍ଡିତ ପ୍ରଦ୍ୟୁଷ କୁମାର ରଥ ପୂଜାକାର୍ଯ୍ୟ କରିଥିଲେ |କର୍ତ୍ତା ଦାୟିତ୍ବ ତୁଲାଇଥିଲେ କୀର୍ତ୍ତନ ପ୍ରଧାନ ଓ ତାଙ୍କ ପତ୍ନୀ ରୀତା ପ୍ରଧାନ |ଛତିଶଗଡର ଉପେନ୍ଦ୍ର ସାହୁ ପ୍ରବଚନ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମରେ ପଲସାପାଲି,କୁଲୁଣ୍ଡା ଓ ବାଂଜିପାଲି ଗ୍ରାମବାସୀ ସହଯୋଗ କରିଥିଲେ |ନବରାତ୍ରର ଉଦଯାପନୀ ଦିବସରେ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥିଲା |ହିର୍ଲିପଲିଏନ ଦେବୀ ପୀଠରେ ମାଁ ହିର୍ଲିପଲିଏନ ସ୍ବଂୟ କଚ୍ଚପ ରୂପରେ ଦେଖାଦେଇଥିଲେ |