September 21, 2024

Day: September 3, 2024

ପିସ୍କାପଙ୍ଗାଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର 

  ରାୟଗଡା :ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ପିସ୍କାପଙ୍ଗାଗ୍ରାମ ପଞ୍ଚାୟତ ସଭାଗୃହ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି...

ଜିଲ୍ଲାପାଳ, ରାୟଗଡ଼ଙ୍କ ଗୁଣପୁର ଗସ୍ତ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା ।

  ରାୟଗଡା: ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱରି ଆଜି ଗୁଣପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।ପ୍ରଥମେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ...

ଟ୍ରାନ୍ସଜେଣ୍ଡର ଏବଂ ଅନ୍ୟାନ୍ୟ ଲିଙ୍ଗ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ।

    ରାୟଗଡ଼ା: ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ମା ମାଝିଗୌରୀ ସିବିଓ ଓ ସାଥୀ ଏନଜିଓ ଏବଂ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ,...

ଜିଲ୍ଲାପାଳ, ରାୟଗଡ଼ଙ୍କ ଗୁଣପୁର ଗସ୍ତ ।  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା । ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ସଚେତନତା ଶିବିର ପରିଦର୍ଶନ । ଆଦିମ ଜନଜାତି ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ …

ଗୁଣୁପୁର ( ସୁରେନ୍ଦ୍ର ମହାନ୍ତି ) ତା:୦୩.୦୮.୨୦୨୪ରିଖ, ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱରି ଆଜି ଗୁଣପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ...

ରାୟଗଡ଼ ବ୍ଲକ ସେବକପୂର୍ ଗ୍ରାମ ସ୍ଥିତ ପର୍ଶୁରାମ ଗୁରୁକୁଳ କନିଷ୍ଠ ମହାବିଦ୍ୟାଳୟ ଠାରେ ଫିନୋ ବ୍ୟାଙ୍କ୍ ପକ୍ଷରୁ ଆର୍ଥିକ ସ୍ବାକ୍ଷରିତା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ 

  ପାରଳାଖେମୁଣ୍ଡି:୩/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ାୟଗଡ଼ ବ୍ଲକର ପର୍ଶୁରାମ ଗୁୁରୁକୁଳ କନିଷ୍ଠ ମହାବିଦ୍ୟାଳୟ ଠାରେ ଫିନୋ ବ୍ୟାଙ୍କ ପକ୍ଷରୁ “ଆର୍ଥିକ ସାକ୍ଷରତା ସଚେତନା” ଶିବିର କାର୍ଯ୍ୟକ୍ରମ...

ନିର୍ବାଚନ ବେଳେ ବଜେପି ଦଳ ଗଜପତି ଜିଲ୍ଲା ର ଜନସାଧାରଣଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ପୁରଣ କରିନଥିବା ଯୋଗୁଁ ବଜେଡି ଦଳ ତା ବିରୁଦ୍ଧରେ ରାଜ ରାସ୍ତା କୁ ଓହ୍ଲାଇଲା 

ରଳାଖେମୁଣ୍ଡି:୩/୯(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ବଜେଡି ଦଳ ପକ୍ଷରୁ ଗତ ସାଧାରଣ ନିର୍ବାଚନରେ ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶୃତି ପୂରଣ କରି ଥିବାରୁ ତାହା...

ମୋହନା ବ୍ଲକରେ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ତାଲିମ ପ୍ରଦାନ …

ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ସ୍ଥାନୀୟ ବୈଠକ ଗୃହରେ ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଅଧିକାରୀ,...

ଗଜପତି:- ଫିନୋ ବ୍ୟାଙ୍କ ପକ୍ଷରୁ “ଆର୍ଥିକ ସାକ୍ଷରତା ସଚେତନା” ଶିବିର କାର୍ଯ୍ୟକ୍ରମ।

  ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକପୁର ସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା କନିଷ୍ଠ ମହାବିଦ୍ୟାଳୟ ଠାରେ ଫିନୋ ବ୍ୟାଙ୍କ୍ ପକ୍ଷରୁ...

ଲାଞ୍ଜିଗଡ଼ରେ ଥିବା ଶିବ ମନ୍ଦିର ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ 

  ଲାଞ୍ଜିଗଡ଼ -- ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ରେ ଶତାଧିକ ବର୍ଷର ଏକ ପ୍ରାଚୀନ ଶିବ ମନ୍ଦିର ଅବସ୍ଥିତ l ଏହି ମନ୍ଦିର ଲାଞ୍ଜିଗଡ଼ର ରାଜା...

ପାର୍ବଣ ବେଳେ ଅସହ୍ଯ ହେଉଛି ଡିଜେ ସାଉଣ୍ଡ,ବଢୁଛି ଶବ୍ଦ ପ୍ରଦୂଷଣ।  

ବୋଲଗଡ଼,(ଉପାନ୍ତ ଖବର):ପାର୍ବଣ ସମୟରେ ଅସହ୍ୟ ହେଉଛି ଡିଜେ ସାଉଣ୍ଡ ରାତିରେ ହେଉ ଅଥବା ଦିନରେ ଶୋଭା ଯାତ୍ରା ସମୟରେ ଅତ୍ୟଧିକ ଶବ୍ଦକରି ଡିଜେବ୍ୟାଣ୍ଡ ବଜାଇବା ବେଆଇନ କିନ୍ତୁ...