ଜଳିଗଲା ତୁଳା କମ୍ପାନୀ
ଭୁବନେଶ୍ୱର ( ଦେବାଶିଷ ଦାଶ )
ଭୁବନେଶ୍ବର ପାତ୍ରପଡ଼ା ସ୍ଥିତ ତୁଳା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଭୟଙ୍କର ରୂପ ନେଉଛି ନିଆଁ । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ ବି ଧିରେ ଧିରେ ବ୍ୟାପୁଛି ନିଆଁ । ବାଧ୍ୟ ହୋଇ ଜେସିବି ଜରିଆରେ ତୁଳାକୁ କାଢ଼ିବା ପାଇଁ ପ୍ରୟାସ. ତୁଳା ପ୍ରୋସେସି ୟୁନିଟ ଯୋଗୁଁ ଅନେକ କପଡା ମଧ୍ୟ କଟପିସ ପଡ଼ିରହିଛି । ତୁଳା ଯୋଗୁଁ ନିଆଁ ବ୍ୟାପି ଭୟଙ୍କର ରୁପ ନେଉଛି. ଅଗ୍ନିଶମ ରୋବାଟ ଫାୟାର ସିଷ୍ଟମ ସହ ଷ୍ଟ୍ରାଇକି ଫୋର୍ସ ମଧ୍ୟ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଜାରି ରଖିଥିଲେ ବି ନିଆଁ ଏଯାଏଁ ଆୟତ କୁ ଆସିନାହିଁ .
