ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ଵର ଚାନ୍ଦିପୁର ବେଳାଭୂମିରେ ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ବନ୍ୟପ୍ରାଣୀ ବିଭାଗର ବନ ଅଧିକାରୀ ପ୍ରତୀକ ଇନ୍ଦଲକର, ଉପଜିଲ୍ଲାପାଳ ଶିବ ମାଲବ୍ୟ, ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ମନମୋହନ ମୁର୍ମୁ ପ୍ରମୁଖ ଯୋଗଦେଇଥିଲେ।