August 3, 2026

ବଙ୍ଗାଳୀମିସ୍ତ୍ରୀ . ଓଡ଼ିଆ ଶ୍ରମିକଙ୍କ ବେକ କାଟିଲେ ବଙ୍ଗାଳି ମିସ୍ତ୍ରୀ  

IMG-20260803-WA0059
Share

 

 

ସମ୍ବଲପୁର ( ଦେବାଶିଷ ଦାଶ )

 

ଗତ ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଟୁନା ମାହାର ଓ ଜଣେ ବଙ୍ଗାଳି ମିସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ବଚସା ଉଗ୍ର ରୂପ ନେବାରୁ ଅଭିଯୁକ୍ତ ବଙ୍ଗାଳି ମିସ୍ତ୍ରୀ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ନାକଟିଦେଉଳ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଓଡ଼ିଆ ଶ୍ରମିକଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି । ଆହତ ଶ୍ରମିକ ହେଲେ ଟୁନା ମାହାର । ତାଙ୍କ ଘର ମାରୱାଡିମୁଣ୍ଡା ଗାଁରେ ବୋଲି ଜଣାପଡ଼ିଛି ।