July 24, 2026

ସମ୍ପର୍କୀୟଙ୍କ ଅପେକ୍ଷାରେ ଶବ: କଣ୍ଟେନର ଭିତରେ ଏବେ ବି ପଡ଼ି ରହିଛି ୬୨ଟି ମୃତଦେହ..! ବାହାନଗା, ବାଲେଶ୍ବର,,

IMG-20230703-WA0000
Share

ସମ୍ପର୍କୀୟଙ୍କ ଅପେକ୍ଷାରେ ଶବ: କଣ୍ଟେନର ଭିତରେ ଏବେ ବି ପଡ଼ି ରହିଛି ୬୨ଟି ମୃତଦେହ..!
ବାହାନଗା, ବାଲେଶ୍ବର,,

ବାହାନଗା ଟ୍ରେନ ଦୁର୍ଘଟଣା ଘଟଣାକୁ ମାସେ ପୁରିଛି ।

ଡି.ଏନ୍.ଏ ରିପୋର୍ଟ ଆସିବାକୁ ବିଳମ୍ବ ହେଉଥିବା କାରଣରୁ ସମସ୍ତ ମୃତଦେହକୁ ଏପର୍ଯନ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରିନାହିଁ ।
ସେପଟେ ୮୧ଟି ମୃତଦେହ କଂଟେନରରେ ରଖାଯାଇଥିବା ବେଳେ ଆଜି ସୁଦ୍ଧା ୧୯ଟି ମୃତ ଦେହକୁ ଡିଏନଏ ସାମ୍ପୁଲ ମ୍ୟାଚ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ସେପଟେ ଆଜି ତିନୋଟି କଂଟେନରରେ ଥିବା ମୃତଦେହ ଗୁଡିକୁ କଂଟେନରରୁ ବାହାରକୁ ବାହାର କରାଯାଇଛି ।
ପାଖାପାଖି ଏକ ମାସ ଧରି ଏହି ମୃତ ଦେହ ଗୁଡିକ କଂଟେନରରେ ରହିଥିବାରୁ ନଷ୍ଟହେବାକୁ ଆରମ୍ଭ କରିଛି ।*

You may have missed