April 24, 2026

ଗୋଷାଣୀ ବ୍ଲକ ବାଘଷାଳ ଗ୍ରାମ ଉନ୍ନତି ପାଇଁ ବୈଠକ

IMG-20260403-WA0175
Share

ପାରଳାଖେମୁଣ୍ଡ – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘସାଳ ଗ୍ରାମ ରେ ଥିବା ଗ୍ରାମିଣୀ ତାତମା ସ୍ମାରକ ପାଠାଗାର ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଗ୍ରାମ ରେ ଥିବା ବିଭିନ୍ନ ସମସ୍ୟା ନେଇ ବିଧାୟକ ରୁପେଶ ପାଣିଗ୍ରାହି ଙ୍କୁ ଅବଗତ କରିଥିଲେ ସ୍ଥାନୀୟ ଲୋକେ, ବିଧାୟକ ଏହି ସବୁ ସମସ୍ୟା ତୁରନ୍ତ ସମାଧାନ କରିବେ ବୋଲି ଗ୍ରାମ ବାସି ଙ୍କୁ କୋହିଥିଲେ, ମୁଖ୍ୟତଃ ରାସ୍ତା ପିଇବା ପାଣି,ଓ ଡ୍ରେନ ର ବ୍ୟବସ୍ଥା ତୁରନ୍ତ କରାଯିବ ବୋଲି ଜଣାଇଥିଲେ , ପାଠାଗାର ର ନବୀକରଣ ପାଇଁ ମଧ୍ୟ କହିଥିଲେ, ପୂର୍ତ୍ତ ବିଭାଗ ଦ୍ବାରା ଅଗ୍ରଖଣ୍ଡି ଠାରୁ ସାତମାଇଲ ପ୍ରଯନ୍ତ ରାସ୍ତା କାର୍ଯ୍ୟ ତଦାରକ କରିଥିଲେ ବିଧାୟକ । ଚାଷୀ ମାନଙ୍କ ଜମି ରେ ଜଳସେଚନ ପ୍ରକଳ୍ପ ବାବଦରେ ମଧ୍ୟ ଆଲୋଚନା କରିବା ସହ ପରିଦର୍ଶନ କରିଥିଲେ ବିଧାୟକ, ଏହି ଗ୍ରସ୍ତ ସମୟ ରେ ବିଧାୟକ ସମେତ ସ୍ଥାନୀୟ ସରପଞ୍ଚ ,ଜିଲ୍ଲାପରିଷଦ, ବିଜେଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ