April 24, 2026

ଓମ୍ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ଆସୋସିଏସନ୍ ର ବାର୍ଷିକ ରକ୍ତଦାନ ଶିବିର

IMG-20260403-WA0132
Share

 

 

ଓମ୍ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ଆସୋସିଏସନ୍ ପକ୍ଷରୁ ବାର୍ଷିକ ରକ୍ତଦାନ ଶିବିର ଷ୍ଟେସନ ପୂଜାମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଶିବିର ରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଆର୍ ପି ଏଫ୍ ଅଧିକାରୀ ହରିଦର୍ଶନ ଶର୍ମା,ଜି ଆର ପି ଥାନାଧିକାରୀ ସନ୍ତୋଷ।ବାହିନୀପତି, ସମାଜସେବୀ ଗିରିଶ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଆସୋସିଏସନ୍ ର ଶତାଧିକ ସଦସ୍ୟ ଏହି ଅବସରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଆସୋସିଏସନର ସଭାପତି ଅକ୍ଷୟ ପଟ୍ଟନାୟକ, ସମ୍ପାଦକ ଗୋପୀନାଥ ସ୍ୱାଇଁ, ସହ ସମ୍ପାଦକ ଚିତ୍ତରଞ୍ଜନ ସେଠୀ, କୋଷାଧ୍ୟକ୍ଷ ମଧୁସୂଦନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମାନସ ଖଟୋଇ, ମୁକେଶ ସୁନ୍ଦର।,ପ୍ରଶାନ୍ତ ନାୟକ, ଅଜିତ୍ ସାହୁ, ରାଜେଶ୍ ସୁନ୍ଦର।, ଏମ୍ ଗୋବିନ୍ଦ ରେଡ୍ଡୀ, ସୁକାନ୍ତ ବରାଳ, ପର୍ଶୁରାମ ରେଡ୍ଡୀ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed