May 19, 2024

ଧର୍ମଗଡ ଠାରେ ସଂକଳ୍ପ ସମାବେଶ ଅନୁଷ୍ଠିତ…

Share

କଳାହାଣ୍ଡି ,  ଲୋକାଭିମୁଖୀ ବିଜୁ ଜନତା ଦଳ ଦିନ କୁ ଦିନ ଉନ୍ନତି କରଣ ହେଉଥିବା ବେଳେ ବିଭିନ୍ନ ଯୋଜନା ସବୁ ଗ୍ରାମାଞ୍ଚଳ ରେ ପହଞ୍ଚି ଥିବା ପ୍ରକାଶିତ ହେଉଛି l
ଏହି ଦଳ ରେ ଶତାଧିକ କର୍ମୀ ଏକତ୍ରିତ କାମ କରି ଆସୁଛନ୍ତି, ନିକଟରେ 2024ନିର୍ବାଚନ ପାଇଁ
ଧର୍ମଗଡ଼ ବିଧାନ ସଭା ପ୍ରାଥୀ ଆମ
ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ମନୋନୀତ କରାଯାଇଛି l

ଏଣୁ ଦୁର ଦୁରାନ୍ତର ସଭ୍ୟ ସଭ୍ୟା ମାନ ଙ୍କୁ ନିମନ୍ତ୍ରଣ କରାଯାଇ ଧର୍ମଗଡ ଉପଖଣ୍ଡ ଛୀଲପା ତେଲ ନଦୀ କୂଳରେ ବି ଯେ ଡି ର ବିରାଟ
ସଂକଳ୍ପ, ସମାବେଶ ସଭା ଦେଖିବାକୁ ମିଳିଛି l
ଏହି ସମାବେଶ ରେ ବିଶିଷ୍ଠ ନାଗରିକ ତଥା ଗ୍ରାମାଞ୍ଚଳ ର ସହ ସହ ଜନତା ଭାଗ ନେ ଇ ଥିଲେ l
ଶ୍ରୀଯୁକ୍ତ ସିଂଦେଓ ଙ୍କୁ ବିପୁଳ ମାତ୍ରାରେ ସମର୍ଥନ ଦିଆଯାଇଛି l

ରିପୋର୍ଟ,
ଚନ୍ଦ୍ର ଶେଖର ପାଳ
ଜିଲ୍ଲା, କଳାହାଣ୍ଡି