June 23, 2026

କାଶୀପୁରସେଣ୍ଟ ଜାଭିୟାର ହାଇସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

IMG-20230403-WA0006
Share

କାଶୀପୁରସେଣ୍ଟ ଜାଭିୟାର ହାଇସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଅବସ୍ଥିତ ଏକମାତ୍ର ଇଂଲିଶ ମିଡିୟମ ସେଣ୍ଟ ଜାଭିୟର ହାଇସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସଵ କାଶୀପୁର ସ୍ଥିତ ଦୁର୍ଗା ମଣ୍ଡପରେ ଅତି ଧୁମଧାମରେପାଳିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବରେ କାଶୀପୁର ପଞ୍ଚାୟତ ସମିତି ଅଧକ୍ଷ କଣ୍ଠେଶ୍ୱର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ସଂମାନିତ ଅତିଥି ଭାବେ କାଶୀପୁର ତହସିଲଦାର ଶ୍ରୀ ଶରତ ଶବର। ସ୍କୁଲ ସଭାପତି ବିଶ୍ୱରଂଜନ ଗୁର ।ଓ ସ୍କୁଲ C E O ହୃଦକ୍ଷ ପରିଡା। କାଶୀପୁର ସମିତି ସଭ୍ୟ ଶ୍ରୀ ମତି। ସୁମିତ୍ରା ନାୟକ।ସମସ୍ତେ ମିଶି ପ୍ରଦୀପ ପ୍ରଜଲନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସବୁଠୁ ଆକର୍ଷଣୀୟ ଥିଲା କୁନି କୁନି ପିଲା ମାନଙ୍କ ନୃତ୍ୟ ପରିବେଷଣ ଶେଷରେ ବାର୍ଷିକ ଉତ୍ସବ ପାଇଁ ପିଲାମାନଙ୍କୁ ନେଇ ବହୁ ପ୍ରତିଯୋଗିତା କରାଯାଇଥିଲା କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ମାନେ ପୁରସ୍କାର ଵିତରଣକରାଯାଇଥିଲା କାଶୀପୁର ଭଳି ଏକ ପଛୁଆ ବ୍ଲକ ରେ ଏପରି ଏକ ସ୍କୁଲ କୁ ପାଇ ଲୋକେ ବହୁତ ଖୁସି ବ୍ୟକ୍ତ କରିଥିଲେ ଆଜିକାଲି ମୋବାଇଲ ଯୁଗରେ ପିଲାମାନେ କିପରି ଭାବରେ ମୋବାଇଲ ର ମାୟାରେ ପଡ଼ି କିପରି ହଇରାଣ ହେଉଥିବା କଥା କୁ କିଛି କୁନି ପିଲା ନାଟକ ମାଧ୍ୟମରେ ସଚେତନ କରିଥିଲେ ସେମାନଙ୍କ ଅଭିନୟ ଦେଖି ସମସ୍ତେ ମନ୍ତ୍ର ମୁଗ୍ଧ ହୋଇଯାଇଥିଲେ

You may have missed