June 21, 2026

ବିନାୟକ ୟୁଥ କ୍ଳବ ୫ ବର୍ଷ ପୂର୍ତ୍ତି ଅବସରରେ ବେଗୁନିଆ ବ୍ଲକ ରାଧାକାନ୍ତପୁର ଗ୍ରାମପଞ୍ଚାୟତର ସୁଆଁଳ ଗ୍ରାମର ମନ୍ଦିର ସାହିର ବିନାୟକ ୟୁଥ କ୍ଳବ ୫ ବର୍ଷ ପୂର୍ତ୍ତି ଅବସରରେ ସୁଭ ଦୀପାବଳିରେ

IMG-20241102-WA0013
Share

ବିନାୟକ ୟୁଥ କ୍ଳବ ୫ ବର୍ଷ ପୂର୍ତ୍ତି ଅବସରରେ ବେଗୁନିଆ ବ୍ଲକ ରାଧାକାନ୍ତପୁର ଗ୍ରାମପଞ୍ଚାୟତର ସୁଆଁଳ ଗ୍ରାମର ମନ୍ଦିର ସାହିର ବିନାୟକ ୟୁଥ କ୍ଳବ ୫ ବର୍ଷ ପୂର୍ତ୍ତି ଅବସରରେ ସୁଭ ଦୀପାବଳିରେ ବଡ଼ନଡ଼ିଆଙ୍କୁ ଡାକି ସାରିବା ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ସଭାର ସମ୍ମାନୀୟ ମୁଖ୍ୟ ଅତିଥି ଭାବରେ କୃଷ୍ଣ ଚନ୍ଦ୍ର ବଳିଆରସିଂହ, ସୁଜିତ ବୈରିରଞ୍ଜନ, ମାନସ ରଞ୍ଜନ କର ଯୋଗ ଦେଇଥିଲେ ପ୍ରଥମେ ଏହି ବିନାୟକ ୟୁଥ କ୍ଳବ କୁ ଆଗକୁ ବଢ଼ାଇବା ଲାଗି ମାର୍ଗଦର୍ଶିକା ଦେଇଥିଲେ ସେମାନେହେଲେ ସନ୍ରେସ ରଞ୍ଜନ କର, ରଘୁନାଥ ବଳିଆରସିଂହ, ଅଶୋକ ମଙ୍ଗରାଜ ଓ ଯାତ୍ରା ଅଭିନେତା ପ୍ରମୋଦ କୁମାର ମାଝି ଙ୍କୁ ମଞ୍ଚ ଉପରକୁ ଡାକିଥିଲେ ଏହି ସବୁ କାର୍ଯ୍ୟକ୍ରମଙ୍କୁ ଚଳାଉଥିବା ସୁବଗୋଷ୍ଠି ମାନେ ହେଲେ ଜ୍ୟୋତିପ୍ରକାଶ ମଙ୍ଗରାଜ, ସୌମ୍ୟ ରଞ୍ଜନବିରାଡ, ରାଜେସ ମାଝି, ପ୍ରିତିରଞ୍ଜନ ବରାଡ,ରାକେସ ମାଝି, ଅମେନ୍ଦ୍ର ବେହେରା,ସୁବ୍ରତ କର, ଆର୍ଶିବାଦ ମଙ୍ଗରାଜଓ ହାସ୍ୟ ଅଭିନେତା ଉପସ୍ଥାପକ ତାପସ କୁମାର ମଙ୍ଗରାଜ ଯୋଗ ଦେଇ ସମସ୍ତ୍ରିଙ୍କୁ ଡାକି ମାନବ ସମାଜକୁ କେମିତି ଆଗକୁ ନେବେ ଓ ଅସହାୟ ଲୋକଙ୍କୁ କେମିତି ସାହାଯ୍ୟ କରିବେ ସେ ବିଷୟରେ ସପଥ ନେଇଥିଲେ ପରିସେସରେ କେକ୍ କାଟି ସଦ୍ଭା କାର୍ଯ୍ୟ ଆରମ୍ଭ କରିଥିଲେ ରିପୋଟର ମାନସ ରଞ୍ଜନ କର