June 25, 2026

ନବୀନଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଦିତ୍ୟ ମହାପାତ୍ର

IMG-20240702-WA0025
Share

 

ଭୁବନେଶ୍ୱର : ଓଡ଼ିଶା ସରକାର ଆଦିତ୍ୟ ମହାପାତ୍ରଙ୍କୁ ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଓଡିଶା ପ୍ରଶାସନିକ ଅଧିକାରୀ ଆଦିତ୍ୟ ମହାପାତ୍ର ବର୍ତ୍ତମାନ ରାଜ୍ୟ ସରକାରଙ୍କ ପିଏ ବିଭାଗରେ ପୋଷ୍ଟିଂ ହୋଇଛନ୍ତି।
ସେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ ମଧ୍ୟ କରିଥିଲେ।